Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ବରଗଡ଼ ଜିଲ୍ଲାରେ ବିଜେପିକୁ ଲାଗିଛି ଝଟ୍‌କା : ବିଜେପିର ୯ ଜିଲ୍ଲା ପରିଷଦ ସଦସ୍ୟ ମିଶିଲେ ବିଜେଡିରେ

29/03/2019 at 6:17 PM

ବରଗଡ଼ ୨୯|୩: ବରଗଡ଼ ଜିଲ୍ଲାରେ ବିଜେପିକୁ ଲାଗିଛି ଝଟକା । ବରଗଡ଼ ବିଜେପିର ୯ ଜିଲ୍ଲା ପରିଷଦ ଆଜି ବିଜେଡିରେ ଯୋଗଦେଇଛନ୍ତି । ତାଙ୍କ ସହ ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ମଧ୍ୟ ବିଜେଡିକୁ ଡେଇଁଛନ୍ତି । ଜିଲ୍ଲାରେ ବିଜେପି ନେତୃତ୍ବଙ୍କ ମନମୁଖୀ ତଥା ଜନବିରୋଧୀ ଓ ବିକାଶ ବିରୋଧୀ ଆଭିମୁଖ୍ୟକୁ ବିରୋଧ କରି ଏହି ନେତାମାନେ ଦଳ ଛାଡ଼ିଥିବା କହିଛନ୍ତି । ପଦ୍ମପୁର ବିଜେଡି କାଯ୍ୟାଳୟରେ ବରଗଡ଼ ବିଜେଡି ଜିଲ୍ଲା ସଭାପତି ବିଜୟ ରଂଜନ ସିଂ ବରିହାଙ୍କ ଉପସ୍ଥିତିରେ ସେମାନେ ଶଂଖ ଧରିଛନ୍ତି । ଇସ୍ତଫା  ଦେଇଥିବା ସଦସ୍ୟମାନେ ହେଲେ ସଂଯୁକ୍ତା ମାଝି, ସୁଜାତା ବାରିକ, ବିଳାସିନୀ ମେହେର, ବିଶ୍ବକାନ୍ତି ଭୋଇ, ସୁଷମା ଭୁଏ, ପଞ୍ଚାନନ ମିର୍ଦ୍ଧା, ପାର୍ବତୀ ଭୋଇ, ଉମେଶ ଚନ୍ଦ୍ର ବେହେରା ଓ ଅଞ୍ଜଳି ଭୋଇ ।

   Related Posts