ଦିନ ଦ୍ବିପ୍ରହରରେ ୮ ଲକ୍ଷ ଲୁଟ
14/08/2018 at 8:14 AM

ନିମାପଡା ୧୪/୮ : ନିମାପଡା କେନାଲ ବନ୍ଧା ନିକଟରୁ ଜଣେ ବ୍ୟବସାୟୀଙ୍କ ଠାରୁ ୮ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁର୍ତ୍ତ | ୫ ଜଣ ଦୁର୍ବୁର୍ତ୍ତ ୨ଟି ବାଇକରେ ଆସି ଲୁଟି ନେଲେ ଟଙ୍କା | ବ୍ୟବସାୟୀ ଜଣକ ହେଲେ ରଞ୍ଜନ ସାହୁ | ତେବେ ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିବା ସହ ତଦନ୍ତ ଆରମ୍ଭ କରିଛି |
Related Posts
ପୁନର୍ଗଠିତ ହେଲା ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନ
25 February 2021
ପାଣି ପାଇଁ ରାସ୍ତାରେ ବସିଲେ ମହିଳା, ଅଟକିଲା ଶହ ଶହ ଗାଡି
25 February 2021