Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ନୀଳଗିରିରେ ପାଇଲଟ୍ ଦନ୍ତା, ଚିନ୍ତାରେ ଚାଷୀ

28/11/2021 at 8:40 AM

ନୀଳଗିରି,୨୮/୧୧: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ହାତୀ ଆତଙ୍କ । ରବିବାର ଭୋର ସମୟରେ ଏକ ଝାଡ଼ଖଣ୍ଡ ପାଇଲଟ୍ ଦନ୍ତାହାତୀ ନୀଳଗିରି ବନଖଣ୍ଡରେ ପଶିଛି।

ଗତ ଶୁକ୍ରବାରଠାରୁ ନୀଳଗିରି ଅଞ୍ଚଳରୁ ୧୭ ଟିକିଆ ହାତୀପଲ ଫେରି ମୟୁରଭଞ୍ଜ ଜିଲ୍ଲା ନଡ଼ପୁର ଜଙ୍ଗଲରେ ରହିଛନ୍ତି। ସେହିପରି ଆହୁରି ଦୁଇଟି ଦଳରେ ପୃଥକ ଦୁଇଟି ସ୍ଥାନରେ ୫୬ଟି ହାତୀ ନୀଳଗିରି ମୁହାଁଇଥିଲେ। ତେବେ ପୁଣି ରବିବାର ଭୋର ସମୟରେ ଆଉ ଏକ ପାଇଲଟ ଦନ୍ତା ନୀଳଗିରି ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛି।

ଦନ୍ତାଟି ଫେରିବା ପରେ ହାତୀପଲ ନୀଳଗିରି ଆସିବାର ସମ୍ଭାବନା ରହିଛି। ଏବେ ଧାନ ଫସଲ ଅମଳ ହେଉଥିବାରୁ ବ୍ୟାପକ ଧାନ ଫସଲ ନଷ୍ଟନେଇ ଚାଷୀକୁଳ ଆଶଙ୍କାରେ ରହିଛନ୍ତି ।

   Related Posts