Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ସ୍ତ୍ରୀଙ୍କ ଚୌକିରେ ସ୍ବାମୀ ; ପଦାରେ ପଡିଲା ନୀଳଗିରି ଜେଲ୍ ସୁପରିଟେଣ୍ଡଣ୍ଟଙ୍କ ସ୍ବାମୀଙ୍କ କାରନାମା

4/12/2018 at 11:15 AM

ନୀଳଗିରି ୦୪|୧୨: ବାଲେଶ୍ବର ନୀଳଗିରି  ଜେଲ୍ ସୁପରିଟେଣ୍ଡଣ୍ଟଙ୍କ କଳାକାରନାମା ପଦାରେ ପଡ଼ିଛି  । ଜେଲ ଭଳି ସ୍ଥାନରେ  କାରାଗାରର ସୁପରିଟେଣ୍ଡେଣ୍ଟଙ୍କ ସ୍ବାମୀ କାର୍ଯ୍ୟ କରୁଥିବା ଏବଂ ଲାଞ୍ଚ ମାଗୁଥିବା ଭଳି ଅଭିଯୋଗ ଆସିଛି । ଜେଲ୍ ସୁପରିଟେଣ୍ଡଣ୍ଟ  ମମତାବାଳା ପାତ୍ରଙ୍କ ସ୍ବାମୀ  ମାଧବାନନ୍ଦ ଜ୍ୟୋତିଷ ଜେଲକୁ ଖାଦ୍ୟ ସାମଗ୍ରୀ ଯୋଗାଉଥିବା ଠିକାଦାରଙ୍କ ବିଲପାସ କରିବା ପାଇଁ ସିଧା ସଳଖ ଟଙ୍କା ମାଗୁଥିବା  ପ୍ରମାଣ ମିଳିଛି ।  ସୁପରିଟେଣ୍ଡଣ୍ଟଙ୍କ ଚୌକିରେ  ବସି ତାଙ୍କ ସ୍ବାମୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଏଭଳି  ଘଟଣା ପଦାକୁ ଆସିବା ପରେ ସଂପୃକ୍ତ ସୁପରିଟେଣ୍ଡଣ୍ଟଙ୍କ ବିରୁଦ୍ଧରେ କଠୋର  କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ସେପଟେ ଜେଲ୍ ସୁପରିଟେଣ୍ଡଣ୍ଟ କହିଛନ୍ତି ତାଙ୍କ ଉପରେ ମିଥ୍ୟା ଆରୋପ ଲଗାଯାଇଛି ।

   Related Posts