Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ୱରରୁ ବିଦେଶୀ ନାଗରିକ ଗିରଫ

11/08/2018 at 11:29 AM

ଭୁବନେଶ୍ୱର ୧୧/୮ : ଜାଲ ପାସପୋର୍ଟ ଦେଇ ଓଡିଶାରେ ପଶିଲେ ବିଦେଶୀ ନାଗରିକ | ବିଦେଶୀ ନାଗରିକ ଜଣକ ହେଲେ ନାଇଜେରିଆର ଆମଡି ଭିକ୍ଟର ବ୍ଲେଜ | ଭିକ୍ଟରଙ୍କ ବିରୋଧରେ ୧୯୬୭ ପାସପୋର୍ଟ ଆଇନ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି | ୪୧୯, ୪୬୬, ୪୬୮ ଓ ୪୧୭ ଧାରାରେ ପୋଲିସ ଭିକ୍ଟରଙ୍କ ନାଁରେ ମାମଲା ରୁଜ୍ଜୁ କରିଛି | ଉକ୍ତ ନାଇଜେରିଆ ନାଗରିକଙ୍କୁ ପୋଲିସ ଚନ୍ଦ୍ରଶେଖରପୁର ଅଂଚଳରୁ ଗିରଫ କରିଥିଲା |

   Related Posts