Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ରାତ୍ରୀ ଜଗୁଆଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

22/10/2019 at 12:28 PM

ବଡବିଲ ୨୨।୧୦: ରେସିଡେନ୍ସିଆଲ୍ କମ୍ପ୍ଲେକ୍ସରେ ରାତ୍ରୀ ଜଗୁଆଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲା ଯୋଡ଼। ଥାନା, ହୁଡ଼ି ସାହିରେ ଥିବା ରାଉତ୍ ରେସିଡେନ୍ସିଆଲ୍ କମ୍ପ୍ଲେକ୍ସରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଜଗୁଆଳି ହେଉଛନ୍ତି ଯୋଡ଼। କୁନ୍ଦୁରୁନାଲା ଅଂଚଳର ଲକ୍ଷ୍ମଣ ପାତ୍ର ।

ଲକ୍ଷ୍ମଣ ପାତ୍ର ଏବଂ ତାଙ୍କ ଭାଇ ଭରତ ପାତ୍ର,  ଉଭୟ ରାଉତ୍ କମ୍ପ୍ଲେକ୍ସରେ ଜଗୁଆଳି ଭାବେ କାମ କରିଆସୁଥିଲେ। ଭରତ ଦିନରେ ଏବଂ ଲକ୍ଷ୍ମଣ ରାତିରେ ଜଗୁଆଳି ଭାବେ କାମ କରିବା ସହ ପାଣି ମୋଟର ଚଳାଇ ଥାଆନ୍ତି । ତେବେ ଆଜି ବଡ଼ି ଭୋର ସମୟରେ କମ୍ପ୍ଲେକ୍ସର ୨ୟ ମହଲାର ଛାତ ଉପରେ ବେକରେ ରଶି ଲଗାଇ ଲକ୍ଷ୍ମଣ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି ।

ସୂଚନା ପାଇ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି ଯୋଡ଼। ପୋଲିସ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଲକ୍ଷ୍ମଣ କେଉଁ ପରିସ୍ଥିତିରେ ଏଭଳି ନିଷ୍ପତି ନେଲେ ସେନେଇ ଯୋଡ଼। ପୋଲିସ ଛାନଭିନ୍ ଚଳାଇଛି । ତେବେ ଘରୋଇ ସମସ୍ୟା ଯୋଗୁଁ ସେ ଏପରି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

   Related Posts