Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||

ଘୁମୁସର ବନାଞ୍ଚଳରେ ବାଘ ଆତଙ୍କ : ବାଘକୁ ଟ୍ରାକ ପାଇଁ ଲାଗିଲା ନାଇଟ ଭିଜନ କ୍ୟାମେରା

10/11/2019 at 11:32 AM

ଗଞ୍ଜାମ ୧୦।୧୧: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁଷର ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି । ଗତ ୫ ତାରିଖ ଦିନ ଲୋକେ ଏକ ବାଘ ଦେଖିବା ପରେ ଲୋକେ ଆତଙ୍କୀତ ଅବସ୍ଥାରେ ରହିଛନ୍ତି । ଜଗନ୍ନାଥପ୍ରସାଦ ଆଖପାଖ ଅଞ୍ଚଳ ତେନ୍ତୁଳିଅ।, ବିଡିପୁର, ଗୁଣ୍ଡୁରିବାଡି ଗାଁରେ ବାଘ ଦେଖା ଦେଉଥିବା ଅଭିଯୋଗ ହୋଇଥିଲା ।  

ବନ ବିଭାଗ ସହିତ ମିଶି ଲୋକେ ରାତିତମାମ ପହରା ଦେଉଛନ୍ତି । ବାଘକୁ ଟ୍ରାକ କରିବା ପାଇଁ ଗାଁର ବିଭିନ୍ନ ସ୍ଥାନରେ ନାଇଟ ଭିଜନ କ୍ୟାମେରା ଲଗାଯାଇଛି ବୋଲି ଜଣାପଡ଼ିଛି ।  ଜଗନ୍ନାଥ ପ୍ରସାଦ ବନଖଣ୍ଡ ଅଧିକାରୀ ବରିଷ୍ଠ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ  ଅବଗତ କରାଇଛନ୍ତି  ।

   Related Posts