Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଝିଆରୀକୁ ମାଡ ମାରି ଘର ଅଟକ ରଖିଲେ ସମ୍ପର୍କୀୟ, ଉଦ୍ଧାର କରିବାକୁ ଯାଇ ବାପା-ମା’ ବି ଅଟକ : ଥାନାରେ ଏତଲା

10/06/2021 at 12:03 PM

ସାଲେପୁର ୧୦।୬: ଘରୋଇ କଳହକୁ କେନ୍ଦ୍ରକରି ଝିଆରୀକୁ ମାଡ ସହ ଘରେ ଅଟକ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା କୁସମ୍ଭି ଗାଁରେ ।

ସୂଚନାଯୋଗ୍ୟ ଯେ, ଗାଁର ପ୍ରେମାନନ୍ଦ ରାଉତରାୟଙ୍କ ଝିଅ ମାମୁଁ ଘରୁ ଆସି ନିଜ ସମ୍ପର୍କୀୟ ଜେଜେବାପାଙ୍କୁ ଦେଖାକରିବାକୁ ଯାଇଥିଲେ । ଏହି ସମୟରେ ସମ୍ପର୍କୀୟ ବଡବାପା ଗୌରହରି ରାଉତରାୟଙ୍କ ପୁଅ ଭାସ୍କର ରାଉତରାୟ ତାଙ୍କୁ ମାଡ ମାରିବା ସହ ଘରେ ପୁରାଇ ଅଟକ ରଖିଥିଲା । ଏହି ଘଟଣାରେ ଝିଅର ବାପା-ମା’ ଝିଅକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ତାଙ୍କୁ ମାଡ ମାରିବା ସହ ଘରେ ଅଟକ ରଖିଥିଲେ । କୌଣସି ସୂତ୍ରରୁ ସାଲେପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସାଲେପୁର  ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା । ଏନେଇ ସ୍ବର୍ଣ୍ଣପ୍ରଭା ରାଉତରାୟ ଥାନାରେ ଲିଖିତ ଆଭିଯୋଗ କରିଛନ୍ତି  । ଅଭିଯୋଗ ପାଇ ସାଲେପୁର ପୋଲିସ ତଦନ୍ତ ଆରମ୍ଭ କରିଛି ।

   Related Posts