Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍ ଜୋନସଙ୍କୁ ମହିଳାଙ୍କ ଦୁର୍ବ୍ୟବହାର : ଭାଇରାଲ ହେଲା ଫଟୋ

27/10/2019 at 2:50 PM

ମୁମ୍ବାଇ ୨୭/୧୦: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍ ଜୋନସଙ୍କ ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋରେ ସେ ତାଙ୍କ ଭାଇ ଜୋ ଜୋନସ୍ ଏବଂ କେଭିନ୍ ଜୋନସଙ୍କ ସହ ପରଫର୍ମ କରୁଛନ୍ତି। ସେହି ସମୟରେ ଜଣେ ମହିଳା ତାଙ୍କ ସହ ଦୁର୍ବବ୍ୟବହାର କରୁଛନ୍ତି। ଏହି ଘଟଣାଟି ହେଉଛି ଅକ୍ଟୋବର ୨୧ତାରିଖର। ଏହି ଦିନ ନିକ୍ ଲସ୍ ଆଞ୍ଜେଲସରେ ପରଫର୍ମ କରୁଥିଲେ।

ଏଠାରେ ଜଣେ ମହିଳାତାଙ୍କ ଗୋଡ଼କୁ ଧରିବାର ଉଦ୍ୟମ କରୁଥିଲେ। ସିକ୍ୟୁରିଟି ଗାର୍ଡ଼ ସେହି ମହିଳାଙ୍କୁ ଏପରି କରିବାକୁ ମନା କରିଥିଲେ। କିନ୍ତୁ ସେ ମାନିନଥିଲେ। ସେ ନିକଙ୍କ ଦ୍ବିତୀୟ ଗୋଡ଼କୁ ଧରିବାକୁ ଲାଗିଥିଲେ। ଏହା ପରେ ନିଜେ ନିକ୍ ମହିଳାଙ୍କୁ ଘଉଡ଼ାଇଥିଲେ ଏବଂ ପଛକୁ ଫେରି ରାଗରେ ଦେଖିଥିଲେ। ତା’ପରେ ମହିଳା ହଟିଥିଲେ।   

ଏହା ଭାଇରାଲ ହେବା ପରେ ସୋଶିଆଲ ମିଡିଆରେ ଲୋକେ ନିଜର ରାୟ ଦେଇଥିଲେ ଏବଂ ମହିଳାଙ୍କୁ ନିନ୍ଦା କରିଥିଲେ। ନିକ୍ ଜୋନସ୍ କିଛି ଦିନ ପୂର୍ବରୁ ନିଜ ଭାଇ ଜୋ ଏବଂ କେଭିନଙ୍କ ସହ ନିଜର ବ୍ୟାଣ୍ଡ କରିଥିଲେ। ୧୦ବର୍ଷ ପରେ ଏକାଠି ନୂଆ ମ୍ୟୁଜିକ୍ ଆଲବମ୍ ରିଲିଜ କରିଥିଲେ। ନିକଟରେ ଯେ ହଲିଉଡ ବାଉଲରେ ପରଫର୍ମ କରିଛନ୍ତି

   Related Posts