Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

କୋକା କୋଲା ଗୀତରେ ସେକ୍ସି ଡାନ୍ସ କରି ଚର୍ଚ୍ଚାରେ ଆସିଲେ ଏସିଆର ସେକ୍ସିଏଷ୍ଟ ଓମ୍ୟାନ୍, ଭିଡିଓ ହେଲା ଭାଇରାଲ

19/12/2019 at 10:27 AM

ମୁମ୍ବାଇ୧୯|୧୨: ଏସିଆର ସେକ୍ସିଏଷ୍ଟ ଓମ୍ୟାନ୍ ତଥା ଟିଭି ଅଭିନେତ୍ରୀ ନିୟା ଶର୍ମା ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି। କେବେ ଷ୍ଟାଇଲକୁ ନେଇ ତ କେବେ ନିଜ ବୋଲ୍ଡ ଅନ୍ଦାଜ ପାଇଁ ସେ ଦର୍ଶକଙ୍କ ଚର୍ଚ୍ଚାର ବିଷୟ ଥାନ୍ତି। ନିଆ ଷ୍ଟାର ପ୍ଲସ ଚ୍ୟାନେଲର ଶୋ’ “ଏକ ହଜାରୋଁ ମୈ ମେରି ବେହେନା ହୈ”ରେ ଅଭିନୟ କରି ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ପ୍ରତିଷ୍ଠିତ ଅଭିନେତ୍ରୀ ନିଆ କେବଳ ନିଜ ଅଭିନୟ ପାଇଁ ନୁହେଁ, ବରଂ ନିଜ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଖୁବ୍‌ ଲୋକପ୍ରିୟ।

ନିୟାଙ୍କ ସେକ୍ସି ଓ ବୋଲ୍ଡ ଫଟୋ ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଇଥାଏ। ଏଥିପାଇଁ ସେ ଯୁବପୀଢିଙ୍କ ମଧ୍ୟରେ ବହୁତ ପପୁଲାର୍‌। ନିଆଙ୍କ ପରିଧାନ ଶୈଳୀ ଖୁବ ନିଆରା।ତାଙ୍କୁ ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ସେକ୍ସି ମହିଳା ବୋଲି କୁହାଯାଏ।ବଲିଉଡ ଅଭିନେତ୍ରୀଙ୍କୁ ମଧ୍ୟ ନିଆ ବୋଲ୍ଡନେସ୍‌ରେ ଟକ୍କର ଦିଅନ୍ତି। ସୋସିଆଲ ମିଡିଆରେ ନିଆ ନିଜ ଫ୍ୟାନ୍ସଙ୍କ ପାଇଁ ସବୁବେଳେ ଭିନ୍ନ ଭିନ୍ନ ଅନ୍ଦାଜରେ ଫଟୋ ପୋଷ୍ଟ କରନ୍ତି।  

ନିକଟରେ ନିୟାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଛାଇଯାଇଛି। ଭିଡିଓଟି ଭାଇରାଲ ହେବା ସହ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଦେଇଛି। ଏହି ଭିଡିଓରେ ନିଆ ‘କୋକା କୋଲା ତୁ’ ଗୀତରେ ସେକ୍ସି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଲାଲ୍‌ ରଙ୍ଗର ଏକ ଶିମର ଡ୍ରେସ୍‌ ପିନ୍ଧି ନିୟା ଖୁବ୍‌ ହଟ୍‌ ଲାଗୁଛନ୍ତି। ଏହି ଡ୍ରେସରେ ସେ ଡାନ୍ସ କରିବା ସମୟରେ ସେ ଖୁବ ଆକର୍ଷଣୀୟ ଲାଗୁଛନ୍ତି।

ଭାଇରାଲ ହୋଇଥିବା ଭିଡିଓ ଦେଖି ଜଣା ପଡୁଛି ଯେ, ଏହା କୌଣସି ଏକ ଶୁଟିଂ ସିନ୍‌ ପ୍ରସ୍ତୁତି ଚାଲିଛି।ବି-ଟାଉନ୍‌ରେ ନିୟା ଖୁବ୍‌ ଚର୍ଚ୍ଚାରେ ଥାନ୍ତି। ଇନ୍‌ଷ୍ଟାଗ୍ରାମରେ ନିଆଙ୍କୁ ୨୪ ମିଲିୟନ୍‌ ଲୋକ ଫଲୋ କରୁଛନ୍ତି। କେବଳ ସେତିକି ନୁହେଁ ତାଙ୍କର ପ୍ରତ୍ୟେକ ଭିଡିଓ ଏବଂ ଫଟୋରେ ଅସଂଖ୍ୟ ଭ୍ୟୁଜ୍‌ ଓ ଲାଇକ୍‌ ଆସେ।

   Related Posts