ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦିଙ୍କ ପୁରୀ ଗସ୍ତ

Published By : Prameya-News7 Bureau | October 03, 2019 IST

ପୁରୀ ୩।୧୦: ଜାତୀୟ ଅନୁସନ୍ଧାନ ସଂସ୍ଥା (ଏନଆଇଏ)ର ଡ଼ିଜି ଯୋଗେଶ ଚନ୍ଦ୍ର ମୋଦୀ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି । ସେ ଆଜି ସିଂହଦ୍ବାରରେ ପହଞ୍ଚିବା ପରେ ପୁରୀ ଏସପି ଉମାଶଙ୍କର ଦାଶ ତାଙ୍କୁ ସ୍ବାଗତ କରିଥିଲେ। ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ବେଶ୍ ଆନନ୍ଦ ପ୍ରକାଶ କରିଥିଲେ । ଶ୍ରୀମନ୍ଦିରରେ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବାବେଳେ ଡ଼ିଜିଙ୍କ ଶ୍ରୀମନ୍ଦିର ପରିଦର୍ଶନକୁ ବେଶ୍ ଗୁରୁତ୍ବ ଦିଆଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.