Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଖଣ୍ଡିଗିରିରୁ ଜଣେ ଯୁବକଙ୍କୁ ଉଠାଇଲା NIA, ଅଜ୍ଞାତ ସ୍ଥାନରେ ଚାଲିଛି ଜେରା

21/10/2020 at 12:45 PM

ଭୁବନେଶ୍ୱର ୨୧।୧୦: ଖଣ୍ଡିଗିରିରୁ ଜଣଙ୍କୁ ଉଠାଇନେଲା ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । କେଉଁ ଲିଙ୍କରେ ଉଠାଇ ନେଇଛି, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଏପରିକି ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ।

ମିଳିଥିବା ଖବର ଅନୁଯାୟୀ, ଖଣ୍ଡଗିରି ଫେଜ୍‌-୨ରୁ ଜଣଙ୍କୁ ଉଠାଇନେଇଛି NIA । କେଉଁ ଲିଙ୍କରେ ଉଠାଇନେଇଛି , ତାହା ଅସ୍ପଷ୍ଟ ରହିଛି । ତେବେ NIA ଉଠାଇନେଇଥିବା ବ୍ୟକ୍ତିଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଜାରି ରଖିଛି । କ୍ରାଇମବ୍ରାଞ୍ଚ ଓ NIA କରୁଛନ୍ତି ମିଳିତ ଜେରା କରୁଥିବାର ମଧ୍ୟ ସୂଚନା ରହିଛି ।

ଯୁବକଜଣଙ୍କ ଗ୍ରାଜୁଏସନ କରୁଥିବା ଜଣାପଡିଛି । କୌଣସି ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିବାର ସୂଚନା ରହିଛି । ଯାହାଫଳରେ କି ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ଅଟକ ଥିବା ଯୁବକଙ୍କ ନିକଟରୁ ମୋବାଇଲ ଓ ଲାପ୍‌ଟପ ମଧ୍ୟ ଜବତ କରିଥିବାର ସୂଚନା ରହିଛି ।

   Related Posts