ପୁରୀ ସୁଜାତା ନଗରରୁ ବର୍ଷା ଜଳ ନିଷ୍କାସନ ପାଇଁ କଟାଗଲା ଜାତୀୟ ରାଜପଥ

Published By : Prameya-News7 Bureau | September 07, 2018 IST

ପୁରୀ ୭/୯ : ପୁରୀ ସୁଜାତାନଗରରେ ବର୍ଷା ଜଳ ନିଷ୍କାସନ ପାଇଁ କଟାଗଲା ଜାତୀୟ ରାଜପଥ | ପୁରୀ ଭୁବନେଶ୍ୱର ରାଜପଥ କଟାଯିବା ପରେ ଜଳ ନିଷ୍କାସନ ହୋଇଛି | ଜିଲ୍ଲା ପ୍ରଶାସନ ଓ ଏନଏଚଏଆଇର ମିଳିତ ଉଦ୍ୟମରେ ଏହି ପଦକ୍ଷେପ ନିଆଯାଇଛି | ଦୀର୍ଘ ଦୁଇ ମାସ ହେଲା ୫ ଫୁଟ ଉଚ୍ଚର ପାଣି ଜମିରହିଥିବା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ | ପ୍ରାୟ ୧୫ ହଜାରରୁ ଅଧିକ ଲୋକ ଦୀର୍ଘ ଦୁଇ ମାସ ହେଲା ଜଳବନ୍ଦୀ ହୋଇ ରହିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.