ବେଦାନ୍ତ ଆସ୍ପଣ୍ଡ୍ ଭଙ୍ଗା ଘଟଣା ; ଏନଜିଟିର ତଦନ୍ତ ଆରମ୍ଭ
29/01/2019 at 11:11 AM

ଝାରସୁଗୁଡା ୨୯|୧: ବେଦାନ୍ତ ଆସ୍ପଣ୍ଡ୍ ଭଙ୍ଗା ଘଟଣା । ଏନଜିଟି ଜଣିକିଆ କମିଶନଙ୍କ ତଦନ୍ତ ଆରମ୍ଭ । କମିଶନ ପି.ସି ମିତ୍ର ଘଟଣାର ତଦନ୍ତ କରିବେ । ଝାରସୁଗୁଡା କାତିକେଲା ଗାଁ ପରିଦର୍ଶନ କରିବା ସହ ଲୋକଙ୍କ ସହ ଆଲୋଚନା କରିବେ । ଏହା ସହ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ । ବେଦାନ୍ତ ଆସପଣ୍ଡ ଭାଙ୍ଗିବା ନେଇ ଏନଜିଟିରେ ଆବେଦନ କରିଥିଲା ଝାରସୁଗୁଡା ପରିବେଶ ସୁରକ୍ଷା ମଞ୍ଚ । ଫେବ୍ରୁଆରୀ ୪ରେ ପରବର୍ତ୍ତି ଶୁଣାଣି ହେବ । ତେଣୁ ଶୁଣାଣି ପୂର୍ବରୁ ତଦନ୍ତ କରି ରିପୋର୍ଟ ଦେବେ କମିଶନ ।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021