Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ବେଦାନ୍ତ ଆସ୍‌ପଣ୍ଡ୍‌ ଭଙ୍ଗା ଘଟଣା ; ଏନଜିଟିର ତଦନ୍ତ ଆରମ୍ଭ

29/01/2019 at 11:11 AM

ଝାରସୁଗୁଡା ୨୯|୧:  ବେଦାନ୍ତ ଆସ୍‌ପଣ୍ଡ୍ ଭଙ୍ଗା ଘଟଣା । ଏନଜିଟି ଜଣିକିଆ କମିଶନଙ୍କ ତଦନ୍ତ ଆରମ୍ଭ । କମିଶନ ପି.ସି ମିତ୍ର ଘଟଣାର ତଦନ୍ତ କରିବେ । ଝାରସୁଗୁଡା କାତିକେଲା ଗାଁ ପରିଦର୍ଶନ କରିବା ସହ ଲୋକଙ୍କ ସହ ଆଲୋଚନା କରିବେ । ଏହା ସହ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ । ବେଦାନ୍ତ ଆସପଣ୍ଡ ଭାଙ୍ଗିବା ନେଇ ଏନଜିଟିରେ ଆବେଦନ କରିଥିଲା ଝାରସୁଗୁଡା ପରିବେଶ ସୁରକ୍ଷା ମଞ୍ଚ । ଫେବ୍ରୁଆରୀ ୪ରେ ପରବର୍ତ୍ତି ଶୁଣାଣି ହେବ । ତେଣୁ ଶୁଣାଣି ପୂର୍ବରୁ ତଦନ୍ତ କରି ରିପୋର୍ଟ ଦେବେ କମିଶନ ।

   Related Posts