Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି

27/09/2021 at 8:37 PM

ଭୁବନେଶ୍ୱର, ୨୭।୦୯: ପୁଣି ଥରେ ଟିଭି ପରଦାରେ ଦେଖିବାକୁ ମିଳିବ ବିତର୍କ, ବିବାଦ ଓ ଚିହ୍ନା ଚେହେରାଙ୍କୁ ନେଇ ଚର୍ଚ୍ଚା। ନ୍ୟୁଜ7ରେ ଆାରମ୍ଭ ହେବାକୁ ଯାଉଛି ଲୋକପ୍ରିୟ ତଥା ବହୁ ଆଦୃତ କାର୍ଯ୍ୟକ୍ରମ ‘ହଟସିଟ୍ ସିଜନ ୦୨’ । ରାଜ୍ୟର ଅନେକ ଚର୍ଚ୍ଚିତ ଚେହେରାଙ୍କୁ ଏଥିରେ ଦେଖିବାକୁ ମିଳିବ । ସାମାଜିକ, ସାଂସ୍କୃତିକ ଓ ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏଥିରେ ସାମିଲ କରାଯାଇଛି।

ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ଅଛନ୍ତି ‘ ସ୍ମାଇଲ ଗୋଲ୍ଡ ଜୁଏଲର୍ସ ’ ଓ ‘ଜୟଦୁର୍ଗା କେମିକାଲ’। କାର୍ଯ୍ୟକ୍ରମର ଶୁଭାରମ୍ଭ ପରିପ୍ରେକ୍ଷୀରେ ସୁଟିଂ ସେଟରେ କେକ କାଟି ଉତ୍ସବର ଆୟୋଜନ ହୋଇଥିଲା । ଏଥିରେ ସାମିଲ ହୋଇଥିଲେ ସଂସ୍ଥାର ମ୍ୟାନେଜିଂ ଡିରେକ୍ଟର ବାବୁରାମ ସ୍ବାଇଁ । ଆଗକୁ ଏହି କାର୍ଯ୍ୟକ୍ରମଟି ଦର୍ଶକଙ୍କୁ ଢେର ମନୋରଞ୍ଜନ ସହ ଚର୍ଚ୍ଚାର ଖୋରାକ ଦେବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ।

ଆସନ୍ତା ୨୫ ତାରିଖ ଶନିବାର ଏହି ଦ୍ବିତୀୟ ସିଜିନର ପ୍ରଥମ ପ୍ରସାରଣ ଆରମ୍ଭ ହେବ । ‘ହଟସିଟ ସିଜିନ-୨’ ର ପ୍ରସାରଣ ସମୟ ହେଉଛି ଶନିବାର ରାତି ୯ଟା ୩୦ ଏବଂ ପୁନଃ ପ୍ରସାରଣ ପରଦିନ ଅର୍ଥାତ ରବିବାର ଅପରାହ୍ନ ୨ଟା ୩୦ ମିନିଟ୍‌ ବୋଲି ସୂଚନା ମିଳିଛି ।

   Related Posts