Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଭିଜିତ ଆୟାର ମିତ୍ରଙ୍କ ସହ ନ୍ୟୁଜ୍୭ର ଏକ୍ସକ୍ଲୁସିଭ୍ ସାକ୍ଷାତକାର

19/09/2018 at 8:07 PM

ନୂଆଦିଲ୍ଲୀ ୧୯/୦୯ : ଓଡ଼ିଶାର ଇତିହାସ, ପ୍ରସିଦ୍ଧ କୋଣାର୍କ ମନ୍ଦିର ଏବଂ ଶ୍ରୀମନ୍ଦିରକୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟାର ମିତ୍ରଙ୍କୁ ଆଜି ନ୍ୟୁଜ୍୭ ଟିମ୍ ଦିଲ୍ଲୀରେ ଭେଟିଥିଲା । ନିଜ ଟ୍ୱିଟ୍ ଏବଂ ବକ୍ତବ୍ୟ ପାଇଁ ଅଭିଜିତ୍ ଅନୁତାପ କରିବା ବଦଳରେ ଆହୁରି ଅଧିକ ତୀର୍ଯ୍ୟକ ଶବ୍ଦ ବ୍ୟବହାର କରିଛନ୍ତି । ଦେଖନ୍ତୁ ଏହି ଭିଡ଼ିଓ ।

   Related Posts