ଅଭିଜିତ ଆୟାର ମିତ୍ରଙ୍କ ସହ ନ୍ୟୁଜ୍୭ର ଏକ୍ସକ୍ଲୁସିଭ୍ ସାକ୍ଷାତକାର

Published By : Prameya-News7 Bureau | September 19, 2018 IST

ନୂଆଦିଲ୍ଲୀ ୧୯/୦୯ : ଓଡ଼ିଶାର ଇତିହାସ, ପ୍ରସିଦ୍ଧ କୋଣାର୍କ ମନ୍ଦିର ଏବଂ ଶ୍ରୀମନ୍ଦିରକୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟାର ମିତ୍ରଙ୍କୁ ଆଜି ନ୍ୟୁଜ୍୭ ଟିମ୍ ଦିଲ୍ଲୀରେ ଭେଟିଥିଲା । ନିଜ ଟ୍ୱିଟ୍ ଏବଂ ବକ୍ତବ୍ୟ ପାଇଁ ଅଭିଜିତ୍ ଅନୁତାପ କରିବା ବଦଳରେ ଆହୁରି ଅଧିକ ତୀର୍ଯ୍ୟକ ଶବ୍ଦ ବ୍ୟବହାର କରିଛନ୍ତି । ଦେଖନ୍ତୁ ଏହି ଭିଡ଼ିଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.