Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ନ୍ୟୁଜ 7 ର ପ୍ରଭାବ – ଅଦିନିଆ ରଥଯାତ୍ରାରୁ ଓହରିଲା ଇସ୍କନ

9/09/2019 at 8:28 PM

ଭୁବନେଶ୍ୱର – ଲୁଧିଆନାରେ ଆଉ ଅଦିନରେ ରଥଯାତ୍ରା ହେବ ନାହିଁ  । ଇସ୍କନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏବିଷୟରେ ସୂଚନା ଦିଆଯାଇଛି । ଭୁବନେଶ୍ୱରରେ ଏନେଇ ଇସ୍କନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଣିକି ଅନ୍ୟ କୌଣସି ସ୍ଥାନରେ ଅଦିନରେ ରଥଯାତ୍ରା କରିବ ନାହିଁ ବୋଲି ଇସ୍କନ ପକ୍ଷରୁ କୁହାଯାଇଛି ।

ନ୍ୟୁଜ7ରେ ଏ ନେଇ ଲଗାତାର ଖବର ପ୍ରସାରଣ କରାଯାଇଥିଲା ।  ଏହାପରେ ଇସ୍କନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ନଭେମ୍ବର ୧୭ ତାରିଖରେ ଲୁଧିଆନାରେ ଇସ୍କନ ପକ୍ଷରୁ ରଥଯାତ୍ରା କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହି ଅଦିନିଆ ରଥଯାତ୍ରା ନେଇ ଅନେକ ବିରୋଧର ସ୍ୱର ଉଠିଥିଲା ।ନ୍ୟୁଜ7ପରେ ଏ ନେଇ ବାରମ୍ବାର ଖବର ପ୍ରସାରଣ କରାଯାଇଥିଲା ।

ଇସ୍କନର ଏଭଳି କାର୍ଯ୍ୟ ସାରା ରାଜ୍ୟର ଜଗନ୍ନାଥପ୍ରେମୀଙ୍କୁ କ୍ଷୁବ୍ଧ କରିଥିଲା । ଇସ୍କନ ଉପରେ ଲଗାମ ଲଗାଇବାକୁ ଦାବି ଜୋର୍ ଧରିବାରେ ଲାଗିଥିଲା । କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାରେ ବଢ଼ିବାରେଲା ଲାଗିତିଲାଏତଲା ପରେ ଏତଲା। ଗତକାଲି ପୁରୀରେ ପୃଥକପୃଥକ ଦୁଇଟି ଓ ରାଉରକେଲା ଛେଣ୍ଡଥାନାରେ ଗୋଟିଏ ଏତଲା ରୁଜୁ ହୋଇଥିବା ବେଳେ ଆଜି ଭାରତୀୟ ଜନତା ପାର୍ଟି ଭୁବନେଶ୍ବର କ୍ୟାପିଟାଲ ଥାନାରେ ମାମଲା ଦାୟର କରିଥିଲା ।

   Related Posts