୧୦ଟଙ୍କିଆ କଏନକୁ ନେଇ ସବୁଠୁ ବଡ଼ ଖବର

Published By : Prameya-News7 Bureau | January 30, 2019 IST

ଆପଣ ସମସ୍ତେ ଜାଣିଥିବେ ଯେ ଆଜିକାଲି ୧୦ଟଙ୍କାର ମୁଦ୍ରାକୁ ନେବାପାଇଁ ଲୋକେ ମନା କରିଦେଉଛନ୍ତି। ଏବଂ ୧୦ଟଙ୍କାର ମୁଦ୍ରା ଅସଲି ନା ନକଲି ବୋଲି ଗୁଜବ ପ୍ରଚାର କରୁଛନ୍ତି। କିନ୍ତୁ ମୋଦି ସରକାର ଏବଂ ସୁପ୍ରିମ କୋର୍ଟ ଅନୁସାରେ ୧୦ଟଙ୍କା ମୁଦ୍ରାକୁ ନେଇ ଏକ ବଡ଼ ଅପଡେଟ୍ ଆସିଛି। ଯାହା ଜାଣି ଆପଣ ଅତ୍ୟନ୍ତ ଖୁସି ହେବେ।

{"id":79763,"width":595,"height":423}

ଯଦି ଆପଣ ୧୦ଟଙ୍କାର ମୁଦ୍ରା ବ୍ୟବହାର କରୁଛନ୍ତି ତେବେ ଆପଣ ବି ଏହା ଜାଣିବା ନିହାତି ଜରୁରୀ। ଯଦି ଆପଣ କାହାକୁ ୧୦ଟଙ୍କାର ମୁଦ୍ରା ଦେଉଛନ୍ତି ଏବଂ କୈାଣସି ଦୋକାନୀ ଏହାକୁ ନେବାକୁ ମନା କରୁଛନ୍ତି ତେବେ ଆପଣ ସେହି ଦୋକାନୀଙ୍କ ବିରୋଧରେ ପୋଲିସକୁ ଅଭିଯୋଗ କରି ପାରିବେ। ଏପରି କରିବା ଦ୍ବାରା ଦୋକାନୀଙ୍କୁ ୨୦୦ଟଙ୍କାର ଜୋରିମାନା ଦେବାକୁ ପଡ଼ିବ। ଏହା ପରଠୁ ଅନ୍ୟ କୈାଣସି ଦୋକାନୀ ୧୦ଟଙ୍କାର ମୁଦ୍ରା ନେବାକୁ ମନା କରି ପାରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.