Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ସିଧା ପ୍ରସାରଣ ବେଳେ ଭାଙ୍ଗିଲା ଆଙ୍କରଙ୍କ ଦାନ୍ତ, ତଥାପି ଶାନ୍ତ ରହି ଏମିତି ସମ୍ଭାଳିଲେ ସ୍ଥିତି, ଦେଖନ୍ତୁ ଭିଡିଓ…

17/07/2020 at 8:13 PM

ନୂଆଦିଲ୍ଲୀ ୧୭।୦୭: ସିଧା ପ୍ରସାରଣ ସମୟରେ ବେଳେ ବେଳେ କିଛି ଅପ୍ରତ୍ୟାଶିତ ଘଟଣା ଘଟିଯାଏ। ଯାହା ନିଜ ବଶରେ ମଧ୍ୟ ନଥାଏ। ଏମିତି ନ୍ୟୁଜ୍ ପ୍ରସାରଣ ସମୟରେ ୟୁକେନର ନୂତନ ଆଙ୍କରଙ୍କ କ୍ଷେତ୍ରରେ ଠିକ୍ ଏମିତି ଘଟଣା ଘଟିଛି।  ଏକ ପ୍ରସାରଣ ସମୟରେ ଏକ ବିଚିତ୍ର ପରିସ୍ଥିତିକୁ ସେ ଯେଭଳି ଭାବେ ସମ୍ଭାଳିଲେ ତାହା ଅନେକଙ୍କୁ ପ୍ରଭାବିତ କରିଛି। ଏକ ଭିଡିଓ ଯାହା ଭାଇରାଲ ହୋଇଛି, ଯେଉଁଥିରେ ଆଙ୍କର ରିପୋର୍ଟ ପ୍ରଦାନ କରୁଥିବା ବେଳେ ପାଟିରୁ ତାଙ୍କ ଦାନ୍ତ ଖସି ଯାଉଛି। ସେ ତୁରନ୍ତ ଖସି ପଡୁଥିବା ଦାନ୍ତକୁ ଧରି ନେଇ ଶାନ୍ତ ରହି ସ୍ଥିତିକୁ ସମ୍ଭାଳି ନିଜର ରିପୋର୍ଟ ପ୍ରଦାନ କରି ଚାଲିଥିଲେ।

ମାରିଚ୍‌କା ପାଡାଲକୋ ନିଜେ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଏହି କ୍ଲିପ୍ ପୋଷ୍ଟ କରି ଘଟଣାରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି ଯେ, ଉପସ୍ଥାପିକା ଭାବରେ କୋଡିଏ ବର୍ଷ ମଧ୍ୟରେ ଏହା ବୋଧହୁଏ ମୋର ସବୁଠାରୁ କୌତୁହଳପୂର୍ଣ୍ଣ ଅନୁଭୂତି ଅଟେ। ତାଙ୍କୁ ଜଣେ ସହକର୍ମୀ କହିଛନ୍ତି ଯେ, ଆପଣ ଏମିତ ପ୍ରତିକ୍ରିୟା ଦେଲେ ଯେପରି ଆପଣଙ୍କ ପ୍ରତିଦିନ ଦାନ୍ତ ଖସି ଯାଉଛି।

View this post on Instagram

Нова "слава" прийшла звідки не чекали …. і підтримка теж😍. Так, в мене справді сьогодні під час прямого ефіру ТСН о 9:00 випала частина переднього зуба). Це, напевно, найкурйозніший мій досвід за двадцять років роботи ведучою. Прямий ефір тим і прекрасний, що завжди непередбачуваний. Так, в 2013 я вперше прямо в своєму ефірі побачила кадри затримання свого чоловіка😪 на протесті під Київрадою, а кілька років тому мою ногу під час випуску несподівано почала облизувати собака, що забігла зі студії @snidanok Цього разу моя колега @nata_goncharova мені написала, мовляв, "ти так зреагувала, ніби ти щодня губиш зуби😀". Ні, не щодня😁. Просто саме зараз я вирішила виправити ту прикрість, яка сталася понад десять тому. В мене в спальні стояв важкий металевий будильник і одного разу дуже зацікавив мою маленьку доньку. Вона схопила його з підвіконня і почала розмахувати "іграшкою" навколо сплячої мами. І щойно я позіхнула, як маленька весела ручка відбила мені половину зуба. Зараз зважилася нарешті на більш радикальний ремонт. Тільки була не дуже уважна до заборони свого стоматолога надкусувати їжу передніми зубами до закінчення лікування. Власне, тому сталося те, що сталося… Чесно кажучи, думала, що інцидент пройде непоміченим. Саме цей епізод свідомо не виклали на YouTube канал ТСН. Але ми недооцінили уважність наших глядачів. Блогерка @ekulka виклала це в своєму профілі, і …. понеслося по всіх виданнях, і не лише українських. В усій цій історії мене особисто вразила та кількість підтримки, яку я отримала) – і в коментарях, і в особистих повідомленнях. Друзі, велике Вам спасибі❤️))). В будь-якій ситуації зберігаємо спокій💪 Завтра вранці побачимось📺 в @tsnua

A post shared by Марічка Падалко (@marichkapadalko) on

୧୦ ବର୍ଷ ପୂର୍ବେ ଏକ ଦୁର୍ଘଟଣା କାରଣରୁ ଦାନ୍ତଟି ଧିରେ ଧିରେ ଢିଲା ହେବାରେ ଲାଗିଥିଲା। ତାଙ୍କ ଝିଅ ଏକ ଧାତୁର ଆଲାରାମ ଘଣ୍ଟା ସହିତ ଖେଳୁଥିଲା। ହେଲେ ଝିଅ ମୋ ମୁହଁ ଉପରକୁ ଘଣ୍ଟା ମାରିବାରୁ ମୋ ଦାନ୍ତ ଭାଙ୍ଗି ଯାଇଥିଲା।  ସେ କହିଛନ୍ତି, ମୋତେ ଲାଗିଲା ଯେ ଏହି ଘଟଣା  ପ୍ରତି କାହାରି ଧ୍ୟାନ ଯିବ ନାହିଁ। ଆଙ୍କର ପାଡଲାକୋ ନିଜ ମୁହଁକୁ ଢାଙ୍କି ଖସି ପଡୁଥିବା ଦାନ୍ତକୁ ଧରି ନେଇଥଲେ ଏବଂ ରିପୋର୍ଟକୁ ଜାରି ରଖିଥିଲେ, ଯେମିତି କିଛି ଘଟିନାହିଁ। ଅନେକ ଲୋକ ସ୍ଥିତିକୁ ସମ୍ଭାଳି ଯେପରି ରିପୋର୍ଟ ପଢିବା ଜାରି ରଖିଲେ ତାକୁ ନେଇ ପାଡଲାକୋଙ୍କୁ ପ୍ରଶଂସା କରିଛନ୍ତି।

   Related Posts