Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ନ୍ୟୁଜ୍ ସେଭେନ୍‌ର ‘ଭୋଟ୍ ଓଡ଼ିଶା’ ଫଳାଫଳ ; ଶେଷ ଦିନରେ ବାକି ଥିବା ଆସନର ବାହାରିବ ରେଜଲ୍ଟ

4/03/2019 at 11:11 AM

ଭୁବନେଶ୍ବର ୪|୩ : ଟେଲିଭିଜନ୍ ଇତିହାସର ଏହା ସବୁଠାରୁ ବଡ ଜନମତ ସର୍ଭେ ଭୋଟ ଓଡ଼ିଶାର ଫଳାଫଳ । ଆଶାୟୀ ଦୌଡରେ କିଏ ଆଗରେ ଓ କିଏ ପଛରେ ରହିବ ଏବଂ କିଏ ଟିକେଟ୍ ପାଇବ, କାହା ପଛରେ ଅଛି ସମର୍ଥନ, ତାର ରାୟ ଶୁଣାଇ ସାରିଛନ୍ତି ଜନତା । ତେବେ କେଉଁ ପୁରୁଣା ମୁହଁକୁ ଲୋକେ ପୁଣିଥିରେ ଦେଖିବାକୁ ଚାହୁଁଛନ୍ତି ଆଉ କେଉଁ ନୂଆ ମୁହଁକୁ ସେମାନଙ୍କର ପ୍ରଥମ ପସନ୍ଦ ବାଛିଛନ୍ତି ତାର ଫଳାଫଳ ଦେଖିବାକୁ ଲୋକଙ୍କ ମଧ୍ୟରେ ରହିଛି ଉତ୍ସାହ । ଆଜି ତୃତୀୟ ଦିନରେ ସକାଳ ୧୦ ଟାରୁ ବାକି ଥିବା ଆସନର ଫଳାଫଳ ପ୍ରକାଶ କରିବୁ । ଭୋଟ ଓଡ଼ିଶା ପାଇଁ ଜନତା ଏବଂ ନେତାଙ୍କ ମଧ୍ୟରେ ନାହିଁନଥିବା ଉତ୍ସୁକତା ଦେଖିବାକୁ ମିଳିଛି ।

   Related Posts