Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ନ୍ୟୁଜ୍ ସେଭେନ୍‌ର ସବୁଠୁ ବଡ ଜନମତ ସର୍ଭେ ‘ଭୋଟ୍ ଓଡ଼ିଶା’ : ୩ଦିନ ଧରି ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀରେ ହେବ ଜନମତ ସଂଗ୍ରହ

20/02/2019 at 11:27 AM

ଭୁବନେଶ୍ବର ୨୦|୨: ଆଜିଠୁ ଆରମ୍ଭ ହୋଇଛି ଗଣମାଧ୍ୟମ ଇତିହାସରେ ସବୁଠୁ ବଡ ଜନମତ ସର୍ଭେ । ନ୍ୟୁଜ୍ ସେଭେନ୍ ର ଜନମତ ସର୍ଭେ ‘ଭୋଟ୍ ଓଡିଶା’ । ଆଜି, ୨୧ ଓ ୨୨ ତାରିଖରେ ୧୪୭ ନିର୍ବାଚନ ମଣ୍ଡଳୀରେ ଜନମତ ସଂଗ୍ରହ କରାଯିବ । ନ୍ୟୁଜ୍ ସେଭେନର ପ୍ରତିନଧିମାନେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ଗ୍ରାଉଣ୍ଡ ଜିରୋକୁ ଯାଇ ଲୋକମାନଙ୍କ ମତାମତ ନେବେ ।

ତେବେ ପ୍ରଥମ ପର୍ଯ୍ୟାୟରେ ଆଜି ୫୭ଟି ନିର୍ବାଚନ ମଣ୍ଡଳୀରେ ଭୋଟିଂ ଚାଲିଛି । କେଉଁ ନେତା ସବୁଠୁ ଜନପ୍ରିୟ, କାହାକୁ ଆସନ୍ତା ନିର୍ବାଚନରେ ବିଧାନସଭାକୁ ପଠାଇବାକୁ ଚାହୁଁଛନ୍ତି । ସେ ନେଇ ଲୋକମାନଙ୍କ ମତ ସଂଗ୍ରହ ଚାଲିଛି । ଷ୍ଟୁଡିଓରେ ଏକ୍ସପର୍ଟମାନେ ମଧ୍ୟ ମତାମତ ରଖୁଛନ୍ତି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଭୋଟ୍ ଆରମ୍ଭ ହୋଇଗଲାଣି । ‘ଭୋଟ୍ ଓଡିଶା’କୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

   Related Posts