Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ନ୍ୟୁଜ୍ ୭ ଏବେ ଏୟାରଟେଲ ଟିଜିଟାଲ ଟିଭିରେ ଉପଲବ୍ଧ, ଚ୍ୟାନେଲ ନମ୍ବର…

23/07/2021 at 4:17 PM

ଭୁବନେଶ୍ବର ୨୩/୦୭ : ଲୋକପ୍ରିୟ ଟେଲିଭିଜନ ଚ୍ୟାନେଲ ନ୍ୟୁଜ୍‌ ୭ ସବୁବେଳେ ଦର୍ଶକଙ୍କ ଆଦୃତି ଲାଭ କରିଛି । ନିଚ୍ଛକ ଖବର ପରିବେଷଣ କରି ଦର୍ଶକଙ୍କ ପସନ୍ଦର ଚ୍ୟାନେଲ ହୋଇପାରିଛି । ଯେକୌଣସି ପରିସ୍ଥିତିରେ ନିର୍ଭୀକ ତଥା ସତ୍ୟ ଉନ୍ମୋଚନ କରିବା ପାଇଁ ସର୍ବଦା ପ୍ରୟାସ କରିଆସିଛି ନ୍ୟୁଜ୍ ୭ ଟିଭି । ତେବେ ବର୍ତ୍ତମାନ ଲୋକପ୍ରିୟ ଟିଭି ଚ୍ୟାନେଲ ଆଉ ଏକ ପାଦ ଆଗକୁ ବଢିଛି । ନ୍ୟୁଜ୍ ୭ ବର୍ତ୍ତମାନ ଏୟାରଟେଲ ଡିଜିଟାଲ ଟିଭିରେ ମଧ୍ୟ ଉପଲବ୍ଧ ହୋଇଛି । ଏୟାରଟେଲ ଡିଜିଟାଲ ଟିଭିର ଚ୍ୟାନେଲ ନମ୍ବର ୬୧୨ରେ ଉପଲବ୍ଧ ହୋଇଛି ନ୍ୟୁଜ୍ ୭ ।

ଏହା ବ୍ୟତିତ ଆପଣଙ୍କ ପସନ୍ଦର ଓଡିଆ ଟିଭି ନ୍ୟୁଜ୍ ୭ ଏକ ଫ୍ରି ଟୁ ଏୟାର ଚ୍ୟାନେଲ୍ । ଅର୍ଥାତ ଏହି ଚ୍ୟାନେଲକୁ ଦେଖିବା ପାଇଁ କୌଣସି ଦେୟ ଦେବାକୁ ପଡିନଥାଏ । ନିଚ୍ଛକ ଖବର ପରିବେଷଣ କରି ଦର୍ଶକଙ୍କ ଆଦୃତି ଲାଭ କରିପାରିଛି । ବର୍ତ୍ତମାନ ଏହି ଲୋକପ୍ରିୟ ଟିଭି ଏୟାରଟେଲ ଡିଜିଟାଲ ଟିଭି ଚ୍ୟାନେଲ ନମ୍ବର ୬୧୨ରେ ଉପଲବ୍ଧ ହୋଇଛି । ଏହା ବ୍ୟତିତ ଟାଟା ସ୍କାଏ ଚ୍ୟାନେଲ ନଂ ୧୭୭୮, ଡିସ୍ ଟିଭି ଚ୍ୟାନେଲ ନଂ ୧୩୬୩, ଭିଡିଓକନ୍ ଚ୍ୟାନେଲ ନଂ ୮୩୫, ଓରଟେଲ ଚ୍ୟାନେଲ ୭୦୪, ହାଥ୍‌ଓ୍ବେ ଚ୍ୟାନେଲ ନଂ ୭୨୬, ଏସିୟାନେଟ୍‌ ଚ୍ୟାନେଲ ନଂ ୨୧୭, ଜିଟିପିଏଲ ଚ୍ୟାନେଲ ନଂ ୭୧୬, ଏନ୍‌ଏକ୍ସଟି ଡିଜିଟାଳ ଚ୍ୟାନେଲ ନଂ ୧୫ ଏବଂ ୩୯୬, ସନ୍‌ ଡାଇରେକ୍ଟ ଚ୍ୟାନେଲ ନଂ ୬୬୨, ସିଟି କୋଲକାତା ଚ୍ୟାନେଲ ନଂ ୪୫୭ରେ ମଧ୍ୟ ଉପଲବ୍ଧ ଅଛି ।

   Related Posts