'ଅଧରପଣା' ଅବସରରେ ନ୍ୟୁଜ ୭ ପ୍ରସ୍ତୁତ କଲା ଆଉ ଏକ ଓଡିଆ ଭଜନ ‘ଲୀଳାମୟ’

Published By : Prameya-News7 Bureau | July 22, 2021 IST

ଭୁବନେଶ୍ବର,୨୨।୭: ‘ଅଧରପଣା’ ପରିପ୍ରେକ୍ଷୀରେ ‘ସୁମା ରିୟଲ’ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ‘ନ୍ୟୁଜ ୭’ ପ୍ରସ୍ତୁତ କରିଛି ଏକ ଭାବ ଭକ୍ତିପୂର୍ଣ୍ଣ ଓଡିଆ ଭଜନ। ଗୀତଟି ହେଲା-‘ଲୀଳାମୟ ପ୍ରଭୁ’। ଏହାକୁ ଗୀତିକାର ଧ୍ରୁବ ଦାସ ଲେଖିଛନ୍ତି। ଗାଇଛନ୍ତି ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ର। ସୁନିଲ ଦାସଙ୍କ ପ୍ରଯୋଜନାରେ ଏହା ପ୍ରସ୍ତୁତ ହୋଇଛି। ଦର୍ଶକମାନେ ଏହି ଗୀତକୁ ନ୍ୟୁଜ ୭ ରେ ଦେଖିବାକୁ ପାଇବେ। ଏହା ମଧ୍ୟ ନ୍ୟୁଜ ୭, ୟୁଟ୍ୟୁବ୍ ଚ୍ୟାନେଲରେ ଦେଖିବାକୁ ମିଳିବ। ଯୁବପୀଢିଙ୍କୁ ଭକ୍ତିଗୀତ ପ୍ରତି ଆକର୍ଷିତ କରିବା ସହ, ଏହା ସବୁ ବର୍ଗର ଶ୍ରେତା ଓ ଦର୍ଶକଙ୍କ ମନକୁ ଛୁଇଁ ପାରିବ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.