Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

‘ଅଧରପଣା’ ଅବସରରେ ନ୍ୟୁଜ ୭ ପ୍ରସ୍ତୁତ କଲା ଆଉ ଏକ ଓଡିଆ ଭଜନ ‘ଲୀଳାମୟ’

22/07/2021 at 1:04 PM

ଭୁବନେଶ୍ବର,୨୨।୭: ‘ଅଧରପଣା’ ପରିପ୍ରେକ୍ଷୀରେ ‘ସୁମା ରିୟଲ’ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ‘ନ୍ୟୁଜ ୭’ ପ୍ରସ୍ତୁତ କରିଛି ଏକ ଭାବ ଭକ୍ତିପୂର୍ଣ୍ଣ ଓଡିଆ ଭଜନ। ଗୀତଟି ହେଲା-‘ଲୀଳାମୟ ପ୍ରଭୁ’। ଏହାକୁ ଗୀତିକାର ଧ୍ରୁବ ଦାସ ଲେଖିଛନ୍ତି। ଗାଇଛନ୍ତି ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ର। ସୁନିଲ ଦାସଙ୍କ ପ୍ରଯୋଜନାରେ ଏହା ପ୍ରସ୍ତୁତ ହୋଇଛି। ଦର୍ଶକମାନେ ଏହି ଗୀତକୁ ନ୍ୟୁଜ ୭ ରେ ଦେଖିବାକୁ ପାଇବେ। ଏହା ମଧ୍ୟ ନ୍ୟୁଜ ୭, ୟୁଟ୍ୟୁବ୍ ଚ୍ୟାନେଲରେ ଦେଖିବାକୁ ମିଳିବ। ଯୁବପୀଢିଙ୍କୁ ଭକ୍ତିଗୀତ ପ୍ରତି ଆକର୍ଷିତ କରିବା ସହ, ଏହା ସବୁ ବର୍ଗର ଶ୍ରେତା ଓ ଦର୍ଶକଙ୍କ ମନକୁ ଛୁଇଁ ପାରିବ।

   Related Posts