Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ନବବଧୂଙ୍କୁ ବାଡେଇ ରାସ୍ତା ଉପରେ ଫିଙ୍ଗିଦେଲେ…

20/11/2019 at 7:11 PM

ବାଙ୍କି୨୦|୧୧: ଆଜି ପ୍ରଥମ। ଅଷ୍ଟମୀରେ ବାଙ୍କୀ ଥାନା  ଅନ୍ତର୍ଗତ ଚକ।ପଦ। ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପରିବାରିକ କଳହକୁନେଇ ନବ ବଧୂକୁ ସ୍ବାମୀ ଓ ଶାଶୂ ବାଡେଇ ଘୋଷାରି ଘୋଷାରି ଆଣି ମୁମୂର୍ଷୁ ଅବସ୍ଥାରେ ଫିଙ୍ଗିଦେଲେ ରାସ୍ତା କଡରେ  ।

ଗୁରୁତର ଅବସ୍ଥାରେ ଗ୍ରାମବସୀଙ୍କ ସହାୟତାରେ ଅଗ୍ନିଶ୍ରମ ବିଭାଗ ନବବଧୂଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଙ୍କୀ ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରେ କିଛି ସମୟ ଲାଗି ଚାପା ଉତେଜନା ଦେଖାଦେଇଥିଲା । ସେପଟେ ଗ୍ରାମବ।ସୀ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସ୍ବାମୀକୁ ଅଟକ ରଖି ପଚରା ଉଚରା ଚଳାଇଛି ।

ଏଭଳି ଘଟଣାକୁ ସ୍ଥନୀୟ ବାସିନ୍ଦା ନିନ୍ଦା କରିବା ସହ ପୋଲିସ ତଦନ୍ତ କରି ନବବଧୂକୁ ନ୍ୟାୟ ଦେବାକୁ କହିଛନ୍ତି ।ସେପଟେ ପୋଲିସ ତାର ସ୍ବାମୀକୁ ଅଟକ ରଖି ପଚରା ଉଚରା ଚଳାଇଛି ।ହେଲେ କିଛି କହିବାକୁ ମନା କରିଛି ପୋଲିସ ।ପିଡୀତା ଏବେ ବାଙ୍କୀ ମେଡିକାଲରେ ଚିକିତ୍ସା ହେଉଛନ୍ତି ।

   Related Posts