Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ

21/08/2018 at 1:48 AM

ଭୁବନେଶ୍ୱର ୨୧/୮ : ରାଜଧାନୀ ଭୁବନେଶ୍ୱରରୁ ଆସିଛି ନବବଧୂ ହତ୍ୟା ଅଭିଯୋଗ | ମୃତ ମହିଳା ଜଣକ ହେଲେ ଲକ୍ଷ୍ମୀସାଗର ବଙ୍ଗାଳିସାହିର ଶିଳ୍ପୀ ଦାସ | ସେ ୪ମାସର ଗର୍ଭବତୀ ଥିବା ଜଣାପଡିଛି | ତେବେ ୭ ମାସ ପୂର୍ବରୁ ତାଙ୍କର ବିବାହ ହୋଇଥିଲା | ଶିଳ୍ପାଙ୍କ ପରିବାର ଯୌତୁକ ପାଇଁ ଝିଅକୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି |

   Related Posts