ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ

Published By : Prameya-News7 Bureau | August 21, 2018 IST

ଭୁବନେଶ୍ୱର ୨୧/୮ : ରାଜଧାନୀ ଭୁବନେଶ୍ୱରରୁ ଆସିଛି ନବବଧୂ ହତ୍ୟା ଅଭିଯୋଗ | ମୃତ ମହିଳା ଜଣକ ହେଲେ ଲକ୍ଷ୍ମୀସାଗର ବଙ୍ଗାଳିସାହିର ଶିଳ୍ପୀ ଦାସ | ସେ ୪ମାସର ଗର୍ଭବତୀ ଥିବା ଜଣାପଡିଛି | ତେବେ ୭ ମାସ ପୂର୍ବରୁ ତାଙ୍କର ବିବାହ ହୋଇଥିଲା | ଶିଳ୍ପାଙ୍କ ପରିବାର ଯୌତୁକ ପାଇଁ ଝିଅକୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.