ନବ ବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ
23/06/2019 at 10:06 AM

କଳାହାଣ୍ଡି ୨୩/୬: ନବ ବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଶାଶୁ ଘରୁ ମିଳିଛି ଝୁଲନ୍ତା ମୃତଦେହ। ମୃତକ ହେଲେ ମୁକ୍ତାମଣୀ ନାଏକ।

ଏହି ଘଟଣାଟି ଘଟିଛି ଥୁଆମୁଳ ରାମପୁର ଥାନା ଉପରଝାପୀ ଗାଁରେ। ଗତ ୧୫ ତାରିଖରେ ବିବାହ କରିଥିଲେ ମୁକ୍ତାରାଣୀ। ସ୍ବାମୀ କୈଳାଶ ନାଏକ ହତ୍ୟା କରିଛନ୍ତି ବୋଲି ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଥୁଆମୂଳ ରାମପୁର ପୋଲିସ ତଦନ୍ତ ଆରମ୍ଭ କରିଛି।
Related Posts
ଅଣ୍ଡରପାସିଂ ଖାଲରେ ବୁଡିଗଲେ ବ୍ୟକ୍ତି, ଚାଲିଗଲା ଜୀବନ
18 January 2021
ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
18 January 2021
ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଜଣକୁ ଅଟକ ରଖିଲା ପୋଲିସ
18 January 2021
ଜେସିବି ଇଞ୍ଜିନରୁ ୧୧ ଫୁଟର ଅଜଗର ଉଦ୍ଧାର
18 January 2021