Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା : ଜେନେରାଲ ହସ୍ପିଟାଲ ନିକଟରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

30/12/2019 at 12:54 PM

ସୁନ୍ଦରଗଡ଼ ୩୦/୧୨: ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ନିକଟରୁ ଏକ ନବଜାତ ଶିଶୁର ମୃତ ଦେହ ଉଦ୍ଧାର । IGH ଗେଟରୁ ମାତ୍ର ୧୦୦ ମିଟର ଦୂର ଏସବିଆଇ ଏଟିଏମ ନିକଟସ୍ଥ ଡ୍ରେନ ନିକଟରେ ଏହି ନବଜାତକୁ କେହି ଫୋପାଡ଼ି ଦେଇ ଚାଲିଯାଇଥିବା ସନ୍ଦେହ କରାଯାଉଛି ।

 ସୋମବାର ସକାଳୁ ସ୍ଥାନୀୟ ଲୋକେ ନବଜାତ ଶିଶୁଟି ପଡିଥିବାର ଦେଖିବାକୁ ପାଇଥିଲେ । କୌଣସି ଲୋକର ଏହା ଏକ ଅମାନବିକତା କାମ ହୋଇଥିବାରୁ ତଦନ୍ତ ଲାଗି ସ୍ଥାନୀୟ ଲୋକମାନେ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ସେକ୍ଟର ୧୯ ନମ୍ବର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । IGH ନିକଟ ରୁ ଏହି ନବଜାତ ଟି ମିଳିଥିବାରୁ ଉଦବେଗ ପ୍ରକାଶ ପାଇଛି ।

   Related Posts