ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା : ଜେନେରାଲ ହସ୍ପିଟାଲ ନିକଟରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

Published By : Prameya-News7 Bureau | December 30, 2019 IST

ସୁନ୍ଦରଗଡ଼ ୩୦/୧୨: ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ନିକଟରୁ ଏକ ନବଜାତ ଶିଶୁର ମୃତ ଦେହ ଉଦ୍ଧାର । IGH ଗେଟରୁ ମାତ୍ର ୧୦୦ ମିଟର ଦୂର ଏସବିଆଇ ଏଟିଏମ ନିକଟସ୍ଥ ଡ୍ରେନ ନିକଟରେ ଏହି ନବଜାତକୁ କେହି ଫୋପାଡ଼ି ଦେଇ ଚାଲିଯାଇଥିବା ସନ୍ଦେହ କରାଯାଉଛି ।

{"id":204484,"sizeSlug":"large"}

 ସୋମବାର ସକାଳୁ ସ୍ଥାନୀୟ ଲୋକେ ନବଜାତ ଶିଶୁଟି ପଡିଥିବାର ଦେଖିବାକୁ ପାଇଥିଲେ । କୌଣସି ଲୋକର ଏହା ଏକ ଅମାନବିକତା କାମ ହୋଇଥିବାରୁ ତଦନ୍ତ ଲାଗି ସ୍ଥାନୀୟ ଲୋକମାନେ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ସେକ୍ଟର ୧୯ ନମ୍ବର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । IGH ନିକଟ ରୁ ଏହି ନବଜାତ ଟି ମିଳିଥିବାରୁ ଉଦବେଗ ପ୍ରକାଶ ପାଇଛି ।

{"id":204486,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.