Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ନବଜାତ ଶିଶୁ କନ୍ୟା ଉଦ୍ଧାର

16/12/2019 at 2:01 PM

ସମ୍ବଲପୁର ୧୬/୧୨ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳର ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ଏକ ଢ଼ାବା ପଛ ପଟୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଶିଶୁକନ୍ୟାଟିକୁ ଏକ ପେଟି ଭିତରେ ରଖାଯାଇଥିଲା।

 ଆଜି ସକାଳୁ ଢାବା ମାଲିକ ଢ଼ାବାକୁ ଆସିଲା ବେଳକୁ ଏହି ଶିଶୁର କାନ୍ଦ ଶୁଣି କିଏ କାନ୍ଦୁଛି କହି ଖୋଜିଥିଲେ। ତାଙ୍କ ଢ଼ାବା ପଛପଟେ ଏକ ପେଟିରେ ଏହି ନବଜାତ ଶିଶୁକନ୍ୟା ଥିବାର ଦେଖିବାକୁ ପାଇଥିଲେ। ତୁରନ୍ତ ଆଖପାଖ ଲୋକଙ୍କୁ ପଚାରିଥିଲେ। ହେଲେ କେହି ଏସମ୍ପକରେ ଜାଣିନଥିବା କହିବାରୁ ଶିଶୁଟିକୁ ତୁରନ୍ତ ରେଢ଼ାଖୋଲ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ବର୍ତମାନ ଶିଶୁଟିର ସ୍ବାସ୍ଥାବସ୍ଥା ସ୍ଥିର ରହିଛି। ରେଢାଖୋଲ ପୋଲିସ ଘଟଣାର ତଦନ୍ତ କରୁଛି।

   Related Posts