ରାସ୍ତା କଡରୁ ନବଜାତ ଶିଶୁକନ୍ୟା ଉଦ୍ଧାର

Published By : Prameya-News7 Bureau | November 11, 2019 IST

ଯାଜପୁର ୧୧/୧୧: ରାସ୍ତା କଡରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି।

{"id":182310}

ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ରସଲପୁର ବ୍ଲକ ଖଣ୍ଡାସାହି ଗ୍ରାମର ଥିବା ଏକ ପୋଲ ନିକଟରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁ ଅଧିକାର ସାମାଜିକ କର୍ମୀ ମଣ୍ଟୁ ଦାସ,ଏବଂ ଶିଶୁ ସୁରକ୍ଷା ୟୁନିଟର ତପନ କୁମାର ପଣ୍ଡା ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ୱାନଷ୍ଟକ ସେଣ୍ଟର (ସଖି)ରେ ରଖିଥିବାର ସୂଚନା ମିଳିଛି।

{"id":182311}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.