ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆରେ ଆଗୁଆ ପାଳନ ହେଲା ନୂଆବର୍ଷ , ଭାରତରେ ୨୦୨୦କୁ ଆଉ କିଛି ସମୟର ଅପେକ୍ଷା।

Published By : Prameya-News7 Bureau | December 31, 2019 IST

ଭାରତରେ ଆଉ ମାତ୍ର କେଇ ଘଣ୍ଟା ପରେ ବିଦାୟ ନେବ ୨୦୧୯, ଆଉ ପ୍ରବେଶ କରିବ ୨୦୨୦। କିନ୍ତୁ ବିଶ୍ବର କେତେକ ଦେଶରେ ନୂଆ ବର୍ଷ ୨୦୨୦କୁ ପାଳନ କରାଯାଇଛି ।

{"id":205231,"width":560,"height":352,"sizeSlug":"large"}

ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆରେ ୨୦୨୦ ବର୍ଷ ପଦାର୍ପଣ କରିସାରିଛି। ବହୁତ ଉତ୍ସାହର ସହ ନ୍ୟୁଜିଲାଣ୍ଡରେ ନୂତନ ବର୍ଷ ପାଳନ କରାଯାଇଛି ।ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ସେଲିବ୍ରେସନ ଆରମ୍ଭ ହୋଇସାରିଛି । ଲୋକମାନେ ଏଠାରେ ୨୦୧୯କୁ ବିଦାୟ ଦେଇ ୨୦୨୦କୁ ସ୍ବାଗତ ଜଣାଇଛନ୍ତି ।

{"id":205233,"sizeSlug":"large"}

ନ୍ୟୁଜିଲାଣ୍ଡରେ ଭାରତୀୟ ସମୟନୁସାରେ ସଂଧ୍ୟା ୭.୩୦ରେ ନୂଆ ବର୍ଷ ପ୍ରବେଶ କରିଥାଏ । ଅକଲାଣ୍ଡ ସହର sky ଟାଓ୍ବାର ନିକଟରେ ଲୋକମାନେ ଖୁବ ଜୋରଦାରରେ ସହିତ ବାଣଫୁଟାଇବା ସହ ନୂଆ ବର୍ଷ ପାଳନ କରିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1211999506482335746","type":"rich","providerNameSlug":"twitter","className":""}
https://twitter.com/ANI/status/1211999506482335746
/wp:core-embed/twitter

ସେହିପରି ଅଷ୍ଟ୍ରେଲିଆ ସ୍ଥିତ ସିଡନୀର ପ୍ରତିଷ୍ଠିତ ହାବର ବ୍ରିଜ ଓ ଅପେରା ହାଉସରେ ନୂଆ ବର୍ଷକୁ ସ୍ବାଗତ କରି ବାଣ ଫୁଟାଯାଇଛି । ଭାରତରେ ୨୦୨୦କୁ ସ୍ବାଗତ କରିବା ପାଇଁ ଆଉ କିଛି ସମୟ ବାକି ରହିଛି ।

wp:core-embed/twitter {"url":"https://twitter.com/ANI/status/1211997667926130689","type":"rich","providerNameSlug":"twitter","className":""}
https://twitter.com/ANI/status/1211997667926130689
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.