Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆରେ ଆଗୁଆ ପାଳନ ହେଲା ନୂଆବର୍ଷ , ଭାରତରେ ୨୦୨୦କୁ ଆଉ କିଛି ସମୟର ଅପେକ୍ଷା।

31/12/2019 at 8:24 PM

ଭାରତରେ ଆଉ ମାତ୍ର କେଇ ଘଣ୍ଟା ପରେ ବିଦାୟ ନେବ ୨୦୧୯, ଆଉ ପ୍ରବେଶ କରିବ ୨୦୨୦। କିନ୍ତୁ ବିଶ୍ବର କେତେକ ଦେଶରେ ନୂଆ ବର୍ଷ ୨୦୨୦କୁ ପାଳନ କରାଯାଇଛି ।

ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆରେ ୨୦୨୦ ବର୍ଷ ପଦାର୍ପଣ କରିସାରିଛି। ବହୁତ ଉତ୍ସାହର ସହ ନ୍ୟୁଜିଲାଣ୍ଡରେ ନୂତନ ବର୍ଷ ପାଳନ କରାଯାଇଛି ।ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ସେଲିବ୍ରେସନ ଆରମ୍ଭ ହୋଇସାରିଛି । ଲୋକମାନେ ଏଠାରେ ୨୦୧୯କୁ ବିଦାୟ ଦେଇ ୨୦୨୦କୁ ସ୍ବାଗତ ଜଣାଇଛନ୍ତି ।

ନ୍ୟୁଜିଲାଣ୍ଡରେ ଭାରତୀୟ ସମୟନୁସାରେ ସଂଧ୍ୟା ୭.୩୦ରେ ନୂଆ ବର୍ଷ ପ୍ରବେଶ କରିଥାଏ । ଅକଲାଣ୍ଡ ସହର sky ଟାଓ୍ବାର ନିକଟରେ ଲୋକମାନେ ଖୁବ ଜୋରଦାରରେ ସହିତ ବାଣଫୁଟାଇବା ସହ ନୂଆ ବର୍ଷ ପାଳନ କରିଛନ୍ତି ।

ସେହିପରି ଅଷ୍ଟ୍ରେଲିଆ ସ୍ଥିତ ସିଡନୀର ପ୍ରତିଷ୍ଠିତ ହାବର ବ୍ରିଜ ଓ ଅପେରା ହାଉସରେ ନୂଆ ବର୍ଷକୁ ସ୍ବାଗତ କରି ବାଣ ଫୁଟାଯାଇଛି । ଭାରତରେ ୨୦୨୦କୁ ସ୍ବାଗତ କରିବା ପାଇଁ ଆଉ କିଛି ସମୟ ବାକି ରହିଛି ।

   Related Posts