Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଚୋରି ଜିନିଷ ଉଦ୍ଧାର ହେଲେ ଓ୍ବେବସାଇଟ୍‌ରେ ମିଳିବ ସୂଚନା, ବାରମ୍ବାର ଦୌଡିବାକୁ ପଡିବନି ଥାନା

30/05/2021 at 9:41 AM

ଭୁବନେଶ୍ବର ୩୦।୫: ଭୁବନେଶ୍ବରରେ ଚୋରି କିମ୍ବା ଡକାୟତି ଜିନିଷ ଉଦ୍ଧାର ହେଲା କି ନାହିଁ, ସେ ବିଷୟରେ ବୁଝିବାକୁ ଆଉ ଲୋକଙ୍କୁ କୌଣସି ଥାନାକୁ ଯିବାକୁ ପଡିବନାହିଁ । କାରଣ ଏବେ କମିଶନରେଟ୍ ପୋଲିସ ଲଞ୍ଚ କରିବାକୁ ଯାଉଛି ଏକ ୱେବ୍ ସାଇଟ୍ । ଯେଉଁଥିରେ ଭୁବନେଶ୍ବର ପୋଲିସ ଦ୍ବାରା ଜବତ ସମସ୍ତ ସାମଗ୍ରୀର ବିବରଣୀ ଏହି ୱେବ ସାଇଟ୍ ରେ ସାଧାରଣ ଲୋକଙ୍କୁ ମିଳିପାରିବ । ଯାହାଦ୍ବାରା ଲୋକଙ୍କୁ ଆଉ ନିଜ ଉଦ୍ଧାର ଜିନିଷ ସମ୍ପର୍କରେ ଜାଣିବା ପାଇଁ ଥାନାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବନି ।

କମିଶନରେଟ୍ ପୋଲିସ ଦ୍ବାରା ପ୍ରସ୍ତୁତ ଏହି ୱେବ ସାଇଟ୍ ରେ ଏହା ବ୍ୟତୀତ ଆହୁରି ଅନେକ ସୂଚନା ମଧ୍ୟ ମିଳିପାରିବ । ଏ ନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

   Related Posts