Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଲଂଚ ହେବା ମାତ୍ରେ ଗାଡି ପାଇଁ ପାଗଳ ହେଲେ ଲୋକେ, ମୂଲ୍ୟ ମାତ୍ର ଏତିକି ଟଙ୍କା

22/02/2019 at 5:07 PM

କିଛି ଦିନ ତଳେ ଲଂଚ ହୋଇଥିବା ଏହି ଗାଡି ଲୋକଙ୍କୁ ପାଗଳ କରିଦେଇଛି। ଗାଡିର ମୂଲ୍ୟ ଶୁଣି ଲୋକେ ଏହାକୁ କିଣିବା ପାଇଁ ଉତ୍ସୁକ ହୋଇଛନ୍ତି। ଏହି ଗାଡି ଲଂଚ ହେବା କ୍ଷଣେ ଅଧିକାଂଶ ଲୋକଙ୍କୁ ପସନ୍ଦ ଆସିଲା। ତେବେ ଗାଡି ଲଂଚ ହେବା କିଛି ନୂଆ କଥା ନୁହଁ ଓ ଏମିତି ବହୁତ ଗାଡି ଅଛି ଯାହା ଅଧିକାଂଶ ଲୋକେ ପସନ୍ଦ କରନ୍ତି। କିନ୍ତୁ ଏହି ଗାଡି ସବୁ ଗାଡିଠୁ ଅଲଗା ଓ ନିଆରା।  
ଏହି ଗାଡି ହେଉଛି ଫରେନ କମ୍ପାନୀର ନୂଆ ଟୁ ହୁଇଲର ବା କାର ମୋଟରସାଇକଲ। ଗାଡିର ବିଶେଷତ୍ୱ ଏହା ଯେ ଗାଡି ଟି କାର ଓ ବାଇକ୍‌ର ଲୁକ୍‌ ଦିଏ। ବର୍ଷାରେ ଭିଜିବାର ସମସ୍ୟା ଏହି ବାଇକ୍‌ରେ ହେବ ନାହିଁ । ସବୁଠୁ ଆଚମ୍ୱିତ କଥା ଏହା ଯେ ଗାଡିର ଦାମ ମାତ୍ର ୮୦୦୦/- ଟଙ୍କା। ଏହି ଟୁ ହୁଇଲର ଗାଡିକୁ ଇଲେକ୍‌ଟ୍ରିକ୍‌ କାର ମଧ୍ୟ କୁହାଯାଉଛି।  ଗାଡି ଥରେ ଚାର୍ଜ କରିଲେ ପାଖା ପାଖି ୪୦୦ କିଲୋମିଟର ଯାଇପାରିବ।

 

 

   Related Posts