ଲଂଚ ହେବା ମାତ୍ରେ ଗାଡି ପାଇଁ ପାଗଳ ହେଲେ ଲୋକେ, ମୂଲ୍ୟ ମାତ୍ର ଏତିକି ଟଙ୍କା

Published By : Prameya-News7 Bureau | February 22, 2019 IST

wp:heading {"level":5}
କିଛି ଦିନ ତଳେ ଲଂଚ ହୋଇଥିବା ଏହି ଗାଡି ଲୋକଙ୍କୁ ପାଗଳ କରିଦେଇଛି। ଗାଡିର ମୂଲ୍ୟ ଶୁଣି ଲୋକେ ଏହାକୁ କିଣିବା ପାଇଁ ଉତ୍ସୁକ ହୋଇଛନ୍ତି। ଏହି ଗାଡି ଲଂଚ ହେବା କ୍ଷଣେ ଅଧିକାଂଶ ଲୋକଙ୍କୁ ପସନ୍ଦ ଆସିଲା। ତେବେ ଗାଡି ଲଂଚ ହେବା କିଛି ନୂଆ କଥା ନୁହଁ ଓ ଏମିତି ବହୁତ ଗାଡି ଅଛି ଯାହା ଅଧିକାଂଶ ଲୋକେ ପସନ୍ଦ କରନ୍ତି। କିନ୍ତୁ ଏହି ଗାଡି ସବୁ ଗାଡିଠୁ ଅଲଗା ଓ ନିଆରା।  
/wp:heading {"id":87654,"width":591,"height":362}
wp:heading {"level":5}
ଏହି ଗାଡି ହେଉଛି ଫରେନ କମ୍ପାନୀର ନୂଆ ଟୁ ହୁଇଲର ବା କାର ମୋଟରସାଇକଲ। ଗାଡିର ବିଶେଷତ୍ୱ ଏହା ଯେ ଗାଡି ଟି କାର ଓ ବାଇକ୍‌ର ଲୁକ୍‌ ଦିଏ। ବର୍ଷାରେ ଭିଜିବାର ସମସ୍ୟା ଏହି ବାଇକ୍‌ରେ ହେବ ନାହିଁ । ସବୁଠୁ ଆଚମ୍ୱିତ କଥା ଏହା ଯେ ଗାଡିର ଦାମ ମାତ୍ର ୮୦୦୦/- ଟଙ୍କା। ଏହି ଟୁ ହୁଇଲର ଗାଡିକୁ ଇଲେକ୍‌ଟ୍ରିକ୍‌ କାର ମଧ୍ୟ କୁହାଯାଉଛି।  ଗାଡି ଥରେ ଚାର୍ଜ କରିଲେ ପାଖା ପାଖି ୪୦୦ କିଲୋମିଟର ଯାଇପାରିବ।
/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.