Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେୟାର ହସ୍ପିଟାଲରେ ନୂଆ ସର୍ଜରୀ ସୁବିଧା

11/08/2018 at 4:30 PM

ଭୁବନେଶ୍ୱର ୧୧/ ୮ :- ଭୁବନେଶ୍ବର କେୟାର ହସପିଟାଲରେ ଆରମ୍ଭ ହେଲା କ୍ୟାନସର ଓ ସ୍ତ୍ରୀ ରୋଗ ଲାପରେସ୍କୋପି ସର୍ଜରୀ ଚିକିତ୍ସା ସୁବିଧା। ପୁନେ ସ୍ଥିତ ଗାଲାକ୍ସି କେୟାରର ନିର୍ଦେଶକ ଡାକ୍ତର ଶୌଳେଶ ପୁମ୍ବେକର ଭୁବନେଶ୍ବର କେୟାର ହସପିଟାଲ ଏହି ଚିକିତ୍ସା ସେବା ଯୋଗାଇ ଦେବେ । ଅତ୍ୟାଧୁନିକ ନାନୋ ସର୍ଜରୀ ଓ ଇମେଜ୍ ଲିଜିଅନସ୍ ଚିକିତ୍ସା ପ୍ରଣାଳୀ ଦ୍ବାରା କର୍କଟ ରୋଗର ନିରୁପଣ କରାଯାଇ ପାରିବ|

   Related Posts