Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଅଧିକ ମାଇଲେଜ୍ ସହ ବହୁତ କିଛି ଖାସ୍ ଅଛି ଏହି ନୂଆ BS6 Hero splendor iSmart ବାଇକ୍‌

13/10/2019 at 8:24 PM

ନୂଆଦିଲ୍ଲୀ୧୩|୧୦: ନୂଆ ହିରୋ ସ୍ପ୍ଲେଣ୍ଡର Hero splendor  ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବ। ହିରୋ ମୋଟୋକାର୍ପ ନଜର ଏହି ଲୋକପ୍ରିୟ ବହୁ ଲୋକପ୍ରିୟ ବାଇକରେ ନୂଆ ପିଚରର୍ସ ସାମିଲ କରିଛନ୍ତି। ନୂଆ Hero splendor  ର ଫଟୋ ଅନଲାଇନରେ ଛାଡି ଦିଆଯାଇଛି। ନୂଆ ହିରୋ ସ୍ପ୍ଲେଣ୍ଡର ବାଇକ୍‌ର ଅଧିକ ମାଇଲେଜ ପାଇଁ ସ୍କୁଲ ଇଞ୍ଜେକ୍ସନ ​‌ଟେକ୍‌ନିକ୍‌ ବ୍ୟବହାର କରାଯାଇଛି। ଚଳିତ ମାସ BS6 Hero splendor  iSmart ବାଇକ ଲଞ୍ଚ ହେବ।

ଏପରିକି ବଜାରରେ ଚାଲୁଥିବା Hero Splender  iSmart ବାଇକ୍‌ର ଲୁକ୍‌ ମଧ୍ୟ ଭଲ ରହିଛି। ଯୁବପିଢ଼ିଙ୍କୁ ଲକ୍ଷ୍ୟକରି ଏଭଳି ନୂଆ ଡିଜାଇନର ବାଇକ୍ ଲଞ୍ଚ ହେବାକୁ ଯାଉଛି। ଷ୍ଟାଇଲିଷ୍ଟ ଲୁକ୍ ସହ ଦମଦାର ପରଫର୍ମାସ ମଧ୍ୟ ମିଳିବ। BS6 Hero splendor  iSmart ବାଇକରେ ୨ଟି ଭେରିଅଣ୍ଟସ ମଧ୍ୟ ଉପଲବ୍ଧ ହେବ। 

ଏକ ଡ୍ରମ ଓ ଅନ୍ୟଟି ଫ୍ରଣ୍ଟ ଡିସ୍କ ବ୍ରେକ ରହିଛି। Hero Splender  iSmart ବାଇକର ଦାମଠାରୁ BS6 Hero splendor  iSmart ଦାମ ୧୦ରୁ ୧୫ ପ୍ରତିଶତ ଅଧିକ ହେବ। ଦିଲ୍ଲୀରେ ଏହି ବାଇକର ମୂଲ୍ୟ ୫୬,୨୮୦ ଟଙ୍କା ରହିବ। Hero splendor  iSmart ବାଇକରେ ୧୧୩.୨cc ରହିଛି। କିନ୍ତୁ BS6 Hero splendor  iSmart ବାଇକରେ ୧୦୯.୧୫cc ରହିଛି। ହିରୋର ନୂଆ ଷ୍ଟାଲିଷ୍ଟ ମଡେଲକୁ ଯୁବପିଢ଼ୀ ଅଧିକ ପସନ୍ଦ କରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts