Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

OJEE ପାଇଁ SOP ଜାରି, ପରୀକ୍ଷା କେନ୍ଦ୍ରରେ କଡ଼ାକଡ଼ି ଭାବେ ପାଳନ ହେବ କୋଭିଡ଼ ନିୟମ

5/10/2020 at 1:10 PM

ଭୁବନେଶ୍ବର ୦୫।୧୦: OJEE ପରୀକ୍ଷା ପାଇଁ ଏସ୍‌ଓପି ଜାରି କଲେ ରାଜ୍ୟ ସରକାର। ପରୀକ୍ଷା କେନ୍ଦ୍ରରେ କୋଭିଡ଼ ନିୟମକୁ କଡ଼ାକଡ଼ା ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ପ୍ରତି କେନ୍ଦ୍ରରେ ୫୦ପ୍ରତିଶତ ସିଟ୍‌ରେ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେବେ । ଯେଉଁ ପରୀକ୍ଷାର୍ଥୀଙ୍କ ନିକଟରେ କୋଭିଡ଼ ଲକ୍ଷଣ ଥିବ ସେମାନେ ଆଇସୋଲେଟେଡ୍‌ ହଲ୍‌ରେ ଦେବେ ପରୀକ୍ଷା।

ସେହିପରି ପରୀକ୍ଷା ପୂର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ୍‌ କରାଯିବ। ସମସ୍ତ ପରୀକ୍ଷାର୍ଥୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏପରିକି ପରୀକ୍ଷା ନିରୀକ୍ଷକ ମାସ୍କ ଏବଂ ଗ୍ଲୋଭସ୍‌ ପିନ୍ଧିବା ବାଧ୍ୟତାମୂଳକ। ସେଣ୍ଟରରେ ପ୍ରବେଶ କରିବା ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀଙ୍କ ତାପମାତ୍ରା ମପାଯିବ ।

   Related Posts