ଫାବିପିରାଭିର ଔଷଧ ବ୍ୟବହାର ପାଇଁ ଆସିଲା SOP, ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ

Published By : Prameya-News7 Bureau | October 03, 2020 IST

ଭୁବନେଶ୍ୱର ୦୩।୧୦: କରୋନା ପାଇଁ ଫାବିପିରାଭିର ଔଷଧ ପାଇଁ ଆସିଲା SOP । ଫାବିପିରାଭିର ଔଷଧ ବ୍ୟବହାର ପାଇଁ SOP ଜାରି ହୋଇଛି । ଏହି SOP ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରଙ୍କୁ ଚିଠି ହୋଇଛି । ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ଚିଠି ଜାରି କରିଛନ୍ତି । କୋଭିଡ୍ ପାଇଁ ଏହି ଔଷଧ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଜରୁରୀ ହୋଇଥିବା ବେଳେ ହୋମ୍ ଆଇସୋଲେସନରେ ଥିବା କୋଭିଡ୍ ଆକ୍ରାନ୍ତ ନେଇ ପାରିବେ ଫାବିପିରାଭିର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.