Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ହ୍ୱାଟସ୍‌ଆପ୍‌ର ନୂଆ ନିୟମ- ୧୫ ସେକେଣ୍ତରେ ୧୦୦ରୁ ଅଧିକ ମେସେଜ୍‌ ବେଆଇନ

26/12/2019 at 12:45 PM

ନୂଆଦିଲ୍ଲୀ ୨୬।୧୨ – ହ୍ୱାଟସ୍‌ଆପ୍‌ ଏବେ ବହୁତ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଅଧିକ ମେସେଜ ପଠାଉଥିବା ଆକାଉଣ୍ଟ ବିରୋଧରେ ଆଇନ କଡ଼ାକଡ଼ି କରିବାକୁ ଯାଉଛି ହ୍ୱାଟସ୍‌ଆପ୍‌ ।

ଏହି ସବୁ ଆକାଉଣ୍ଟକୁ ବନ୍ଦ କରିଦିଆଯିବ ବୋଲି ହ୍ୱାଟସ୍‌ଆପ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁ ସବୁ ମେସେଜ୍‌ର ଆକାର ବଡଥିବ ସେହି ସୁବ ଲୋକମାନଙ୍କର ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ହ୍ୱାଟସ୍‌ଆପ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସେକେଣ୍ଡ ଗିତରେ ୧୯୦୦ ମେସେଜ୍‌ ଆସୁଥାଏ, ତେବେ ଜମ୍ପାନି ଏହି ଗୁପ୍‌ ବିରୋଧରେ କର୍ଯ୍ୟନୁଷ୍ଠନ ନେଗପାଗିବ | ଏପରିକି ଏହି ଗ୍ରୁପ ବନ୍ଦ ମଧ୍ୟ କରାଦିଆଯାଇ ପାରେ । ଡିସେମ୍ବର ୭ ତାରିଖରୁ ଏହି ନିୟମ ଲାଗୁ କରିଦିଆଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ତଳେ ହ୍ୱାଟସ୍‌ଆପ୍‌ ସ୍ପାମ ଓ ଦୀର୍ଘ ବା ଲମ୍ବା ମେସେଜ୍‌ ଉପରେ ଲଗାମ ଲଗାଇଥିଲା । ଏ ସବୁକୁ ପ୍ରେରଣ କରିବାକୁ ବନ୍ଦ କରି ଦେଇଛି ।

ଏହାର ୟୁଜର୍‌ ବି ୫ଟି ଗ୍ରୁପ କିମ୍ବା ଲୋକଙ୍କୁ ଫରଓ୍ୱାରଡ କରିପାରିବେ, ଏହାଠାରୁ ଅଧିକ ଲୋକଙ୍କୁ ଫରଓ୍ୱାର୍ଡ କରିପାରିବେ ନାହିଁ ।

   Related Posts