Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଏୟାରଟେଲର ଏହି ପ୍ଲାନରେ ମିଳିବ ୮୪ ଦିନର ଅବଧି

10/11/2019 at 4:02 PM

ଦୂରସଂଚାର ସେବା କମ୍ପାନୀ ଭାରତୀ ଏୟାରଟେଲ ନିଜ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଟାଇମ୍‌ ରିଚାର୍ଜ ପ୍ଲାନ ଆଣିଛି । ତେବେ ନଜର ପକାନ୍ତୁ ଏହି ନୂଆ ପ୍ଲାନ ଉପରେ।

୨୪୮ ଟଙ୍କାରେ ଗ୍ରାହକଙ୍କୁ ୧.୪ ଜିବି ଡାଟା ମିଳିବ । ଏହା ସହ ଅନଲିମିଟେଡ୍‌ କଲିଂ ଓ ୧୦୦ଟି ଫ୍ରି ଏସଏମ୍‌ଏସ୍‌ର ସୁବିଧା ମିଳିବ । ଏହି ପ୍ଲାନର ଅବଧି ୨୮ ଦିନ ଯାଏଁ ରହିବ ।

୪୯୫ ଟଙ୍କାର ପ୍ଲାନରେ ଗ୍ରାହକଙ୍କୁ ୧.୪ ଜିବିର ଡାଟା ସହ ଅନଲିମିଟେଡ୍‌ କଲିଂ ଓ ୧୦୦ଟି ଫ୍ରି ଏସଏମ୍‌ଏସ୍‌ର ସୁବିଧା ମିଳିବ। ୪୯୫ ଟଙ୍କା ପ୍ଲାନର ଅବଧି ୮୪ ଦିନ ଯାଏଁ ରହିବ।

୫୯୫ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୨ଜିବି ଡାଟା ମିଳିବ । ଏହା ସହ ଅନଲିମିଟେଡ୍‌ କଲିଂ ଓ ୧୦୦ଟି ଫ୍ରି ଏସଏମ୍‌ଏସ୍‌ର  ସୁବିଧା  ମଧ୍ୟ  ମିଳିବ । ଏହି ପ୍ଲାନର ଅବଧି ହେଉଛି  ୮୪ ଦିନ ।

୧୭୮ ପ୍ଲାନରେ ରିଚାର୍ଜ କଲେ ଗ୍ରାହକଙ୍କୁ ଅନଲିମିଟେଡ୍‌ କଲିଂ ଓ ୧୦୦ଟି ଫ୍ରି ଏସଏମ୍‌ଏସ୍‌ର ସୁବିଧା ମିଳିବ

 

   Related Posts