Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଏଥର ରାଜଧାନୀରେ ଏଣେତେଣେ ପାର୍କିଂ କଲେ ଗାଡ଼ିରେ ଲାଗିଯିବ ହ୍ବିଲ୍ ଜାମର

28/08/2019 at 6:42 PM

ଭୁବନେଶ୍ବର୨୮|୮: ଏଣିକି ରାଜଧାନୀରେ ଆପଣ ଆଉ ଏଠି ସେଠି ଗାଡ଼ି ପାର୍କିଂ କରିପାରିବେନି । ବେଆଇନ୍‌ ପାର୍କିଂରେ ଥିବା ଗାଡ଼ିରେ ଲାଗିଯିବ ହ୍ବିଲ୍‌ ଜାମର । ଏହି ସୂଚନା ଦେଇଛନ୍ତି ଆଡିସନାଲ ଟ୍ରାଫିକ୍‌ ଡିସିପି ଅମରେଶ ପଣ୍ଡା ।  

ପାର୍କିଂ ଏରିଆ ବ୍ୟତୀତ ରାସ୍ତା କଡ଼ରେ ଏଠି ସେଠି ରଖାଯାଉଥିବା କାର୍‌, ବାଇକ୍‌ରେ ତାଲା ପକାଇଦେବେ ଟ୍ରାଫିକ୍‌ ଅଧିକାରୀ । ଆଉ ଗାଡ଼ି ରିଲିଜ୍‌ କରିବାକୁ ମାଲିକଙ୍କୁ ଦେବାକୁ ପଡ଼ିବ ମୋଟା ଅଙ୍କର ଫାଇନ୍‌ ।

ଆସନ୍ତା ସେପ୍ଟେମ୍ବର ୬ତାରିଖରେ ରାଜଧାନୀରେ ଉପୁଜୁଥିବା ପାର୍କିଂ ସମସ୍ୟାର ସମାଧାନା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯିବ । ଯେଉଁଥିରେ ବିଏମସି, ବିଡିଏ ଭଳି ବିଭିନ୍ନ ସଂସ୍ଥାର ଅଧିକାରୀ ଯୋଗଦେବେ ।

   Related Posts