Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

OCAC ସିଇଓଙ୍କ ଆକାଉଣ୍ଟ ହ୍ୟାକ୍ ଘଟଣା : କ୍ରାଇମବ୍ରାଞ୍ଚ ହାତରେ ହ୍ୟାକରଙ୍କ ତଥ୍ୟ, ୩ଟି ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର

12/11/2021 at 12:34 PM

ଭୁବନେଶ୍ବର ୧୨।୧୧: ଆଇଟି ବିଭାଗରେ ଆକାଉଣ୍ଟ ହ୍ୟାକ୍ ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଲା ହ୍ୟାକରଙ୍କ ସମ୍ପର୍କରେ ସୂଚନା । ବେଙ୍ଗାଲୁରୁରେ ବସି ହ୍ୟାକର କରିଥିଲା ଅପରେଟ୍ । ଗତ ବୁଧବାର ଓଡିଶା କମ୍ପ୍ୟୁଟର  ଆପ୍ଲିକେସନ ସେଣ୍ଟର ସିଇଓଙ୍କ ମୋବାଇଲ ହ୍ୟାକ୍ କରି ହ୍ୟାକର ୭ ଲକ୍ଷ ଟଙ୍କା ଲୁଟ୍ କରିଥିଲେ । ଲୁଟ୍ କରିଥିବା ଟଙ୍କାକୁ ୩ଟି ଆକାଉଣ୍ଟକୁ ଟ୍ରାନ୍ସଫର କରିସାରିଛନ୍ତି ହ୍ୟାକର । ଏନେଇ ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ୍ ବେଙ୍ଗାଲୁରୁ ଯିବ । ଏ ନେଇ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି ।

   Related Posts