Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ବଲାଙ୍ଗୀର: ପବିତ୍ର ମକର ସଂକ୍ରାନ୍ତିରେ ଉନ୍ମୋଚନ ହେଲା ନୂତନ ‘ହନୁମାନ ଚାଳିଶା’

14/01/2021 at 4:00 PM

ବଲାଙ୍ଗୀର୧୪/୧: ପବିତ୍ର ମକର ସଂକ୍ରାନ୍ତିରେ ଉନ୍ମୋଚନ ହେଲା ନୂତନ ହନୁମାନ ଚାଳିଶା। କେଶରିଆ ହିନ୍ଦୁ ବାହାନୀ ପକ୍ଷରୁ ହନୁମାନ ଚାଳିଶା ଉନ୍ମୋଚନ ସହ ଗୁରୁବାରଠୁ କେଶରିଆ ଅଭିଯାନ ଆରମ୍ଭ ହୋଇଛି। ସମଗ୍ର ଜିଲ୍ଲାରେ ହେବ ପବିତ୍ର ହନୁମାନଙ୍କ ପତାକା ସ୍ଥାପନ କାର୍ଯ୍ୟକ୍ରମ।

ଗୁରୁବାର ପବିତ୍ର ମକର ସଂକ୍ରାନ୍ତିରେ ଚାରିଆଡ଼େ ଭକ୍ତିମୟ ପରିବେଶ। ଏ ନେଇ ବଲାଙ୍ଗୀର ଜିଲ୍ଲା କେଶରିଆ ହିନ୍ଦୁ ବାହିନୀ ପକ୍ଷରୁ ଏକ ନୂତନ ନିର୍ମିତ ହନୁମାନ ଚାଳିଶା ଉନ୍ମୋଚନ କରାଯାଇଛି। ସେପଟେ ସମଗ୍ର ଜିଲ୍ଲାରେ ପ୍ରତ୍ୟେକ ହିନ୍ଦୁ ଘରେ ପବିତ୍ର ହନୁମାନଙ୍କ କେଶରିଆ ହିନ୍ଦୁ ପତାକା ସ୍ଥାପନ କରାଯିବା ସହ ପତାକା ଲଗା କାର୍ଯ୍ୟକ୍ରମର ଶୁଭ ଆରମ୍ଭ ହୋଇଛି।

   Related Posts