୩ ତାରିଖରେ ନୂଆ ଗାଇଡ୍ ଲାଇନ୍: କ'ଣ ବନ୍ଦ, କ'ଣ ଖୋଲା

Published By : Prameya-News7 Bureau | May 03, 2020 IST

ଭୁବନେଶ୍ବର୩/୫: ୩ ତାରିଖରେ ଜାରି ହେଲା ନୂଆ ଗାଇଡ୍‌ଲାଇନ୍।ରେଡ୍ ଜୋନ ପାଇଁ କଟକଣା ଗୁଡିକ ହେଲା, ସେଲୁନ, ସ୍ପା ଖୋଲିବା ମନା। ଓଲା ଓ ଓବେରରେ କେବଳ ମେଡିକାଲ ଯାଇ ପାରିବେ। ଗ୍ରାମାଞ୍ଚଳରେ ନିର୍ମାଣ ଓ ଶିଳ୍ପ କାମ ଚାଲିବ। ସହରାଞ୍ଚଳରେ କେବଳ ସ୍ଥାନୀୟ ଶ୍ରମିକ କାମ କରିବେ। ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ପ୍ରାଇଭେଟ ଅଫିସ୍। ଜିଲ୍ଲା ଭିତରୁ ଜିଲ୍ଲା ବାହାରକୁ ଚଳାଚଳ କରି ପାରିବ ନାହିଁ ବସ୍। ଅଧିକ ଜାଣିବା ପାଇଁ ପଢ଼ନ୍ତୁ......

{"id":264191,"sizeSlug":"large"}
{"id":264192,"sizeSlug":"large"}
{"id":264193,"sizeSlug":"large"}
{"id":264194,"sizeSlug":"large"}
{"id":264195,"sizeSlug":"large"}
{"id":264196,"sizeSlug":"large"}
{"id":264197,"sizeSlug":"large"}
{"id":264199,"sizeSlug":"large"}
{"id":264200,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.