Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

କରୋନାର ଦ୍ବିତୀୟ ଲହରି ଦୃଷ୍ଟିରୁ BMCର କଟକଣା : ବିବାହରେ ସର୍ବାଧିକ ୧୦୦ , ଶୁଦ୍ଧିକ୍ରିୟାରେ ୫୦ଲୋକ ହେବେ ସାମିଲ

11/11/2020 at 8:17 AM

ଭୁବନେଶ୍ୱର ୧୧।୧୧: କରୋନାର ଦ୍ବିତୀୟ ଲହରିକୁ ଦୃଷ୍ଟିରୁ BMCର କଟକଣା ଜାରି କରାଯାଇଛି । ବିବାହ ଓ ଶୁଦ୍ଧିକ୍ରିୟାରେ ଲୋକ ଏକାଠି ହେବା ନେଇ ବିଏମସି ଜାରି କରିଛି ସ୍ବତନ୍ତ୍ର ଗାଇଡ ଲାଇନ । ସମ୍ଭାବ୍ୟ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ନେଇ ବିଏମସି ଗାଇଡ ଲାଇନ ଜାରି କରିଛି । ରାଜଧାନୀରେ ବିବାହ ପାଇଁ ସର୍ବାଧିକ ୧୦୦ ଏବଂ ଶୁଦ୍ଧି କ୍ରିୟାରେ ୫୦ ଜଣଙ୍କୁ ଅନୁମତି ମିଳିଛି ।

କୋଭିଡ କଟକଣା ନେଇ ଆୟୋଜକ ସମସ୍ତ ବ୍ୟବସ୍ଥା କରିବେ । ସ୍ଥାନୀୟ ଥାନା ଓ ବିଏମସିର ଅନୁମତି ନେବା ଜରୁରୀ ରହିଛି । ବିନା ପ୍ରସେସନରେ ହେବ ବାହାଘର । ଲକ୍ଷଣ ଥିଲେ ଉଭୟ ଉତ୍ସବକୁ ମନା କରିଛନ୍ତି । ଏହାସହ ଗର୍ଭବତୀ, ବୟସ୍କ ଏବଂ ୧୦ ବର୍ଷରୁ କମ୍ ଶିଶୁଙ୍କୁ ବାରଣ କରାଯାଇଛି । ପ୍ରବେଶ କଲା ପୂର୍ବରୁ ଥର୍ମାଲ ସ୍କ୍ରିନିଂ, ମାସ୍କ ଓ ୬ ଫୁଟର ଦୂରତା ବାଧ୍ୟତାମୂଳକ ରହିଛି । ଭିତରେ ପାନ ଓ ଗୁଟଖା ଖାଇବା ମନା । ଆସନ୍ତା ୨୫ ତାରିଖରୁ ଏହି ସମସ୍ତ କଟକଣା ଲାଗୁ ହେବ ।

   Related Posts