Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

DC AVANTI ହେବ ଭାରତର ପ୍ରଥମ ଇଲେକଟ୍ରିକ ସ୍ପୋର୍ଟ୍ସ କାର : ଜାଣନ୍ତୁ କେବେ ହେବ ଲଞ୍ଚ

8/05/2020 at 12:30 PM

ନୂଆଦିଲ୍ଲୀ ୦୮/୦୫ : DC AVANTI କାର ୨୦୦୫ ମସିହାରେ ଲଞ୍ଚ ହୋଇଥିଲା | ବର୍ତ୍ତମାନ ଏହାର ଇଲେକ୍ଟ୍ରୋନିକ ଭର୍ସନ ଲଞ୍ଚ କରିବାକୁ ପ୍ରସ୍ତୁତି ଚାଲିଛି | ଏହା ଭାରତରେ ପ୍ରସ୍ତୁତ ହେଉଥିବା ପ୍ରଥମ ଇଲେକଟ୍ରୋନିକ କାର | DC AVANTI କାର ପାଇଁ ଇଲେକଟ୍ରିକ ପାୱାରଟ୍ରେନକୁ ସ୍ୱିଜରଲ୍ୟାଣ୍ଡରେ ପ୍ରସ୍ତୁତ କରାଯାଉଛି |

ସୂଚନା ଅନୁଯାୟୀ କାରର ବଡି ଓ ଫ୍ରେମ ପ୍ରସ୍ତୁତ ହୋଇସାରିଛି | ଇଣ୍ଟରିୟର ଓ ଲାଇଟ ଡିଜାଇନ କାମ ଚାଲିଛି | ୨୦୨୨ ମସିହା ସୁଦ୍ଧା ଏହି କାର ଲଞ୍ଚ ହୋଇପାରେ ବୋଲି ଆଶଙ୍କା କରାଯାଉଛି | ସୂଚନା ଅନୁଯାୟୀ, DC AVANTI କାରରେ 160 kWh ପାୱାର ବ୍ୟାଟେରୀ ବ୍ୟବହାର କରାଯାଇପାରେ | ଏହି କାର ମାତ୍ର ୫.୫ ସେକେଣ୍ଡରେ ଘଣ୍ଟାପ୍ରତି ୦ ରୁ ୧୦୦ କି:ମି: ବେଗରେ ଗତି କରିବ | ଏହି ଇଲେକଟ୍ରିକ କାରର ମୂଲ୍ୟ ପାଖାପାଖି ୪୦ ଲକ୍ଷ ଟଙ୍କା ରଖାଯାଇପାରେ | କାର ୩ଟି ମ୍ୟାଟେରିଆଲରେ ପ୍ରସ୍ତୁତ କରାଯାଉଛି, ଟିଟାନିୟମ, କାର୍ବନ ଏବଂ ଆଲୁମିନିୟମ | କାରରେ ୩.୮ ଲିଟର ଯୁକ୍ତ ପେଟ୍ରୋଲ ଇଞ୍ଜିନ ରହିଛି ଯାହା ୩୨୦ ପିଏସ ପାୱାର ଇଞ୍ଜିନ ଜେନେରେଟ କରିବ | 

   Related Posts