Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ହ୍ବାଟସଆପ ଆରମ୍ଭ କଲା ଏହି ନୂଆ ଦମଦାର ଫିଚର : ଜାଣନ୍ତୁ କ’ଣ?

23/09/2019 at 2:24 PM

ନୂଆଦିଲ୍ଲୀ ୨୩/୯: ହ୍ବାଟସଆପ୍ ହେଉଛି ଏପରି ଏକ ଆପ୍ ଯାହାର ବ୍ୟବହାର ବିଶ୍ବରେ ସବୁଠୁ ଅଧିକ ହୋଇଥାଏ। ଏଥିରେ ଥିବା  ହ୍ବାଟସଆପ୍ ଷ୍ଟାଟସ୍ ଗ୍ରାହକଙ୍କ ଗହଣରେ ଖୁବ୍ ଲୋକପ୍ରିୟ ହୋଇଛି । ଏବେ ଏଥିରେ ଏକ ନୂଆ ଅପଡେଟ୍ କରାଯାଇଛି।

ନୂଆ ଫିଚରଟି ହେଉଛି ହ୍ବାଟସଆପ୍ ଷ୍ଟାଟସକୁ ଆପଣ ସିଧା ଫେସବୁକର ଷ୍ଟୋରିରେ ସେୟାର କରି ପାରିବେ।

ସର୍ବପ୍ରଥମେ ଆପଣ ନିଜ ହ୍ବାଟସଆପକୁ ଓପନ କରି ଷ୍ଟାଟସ ଉପରେ କ୍ଲିକ୍ କରନ୍ତୁ। ଏହା ପରେ ଷ୍ଟାଟସ୍ ଅପଡେଟ୍ ଉପରେ କ୍ଲିକ୍ କରନ୍ତୁ।

ଏବେ ଆପଣଙ୍କ ସାମନାରେ ଦୁଇଟି ଅପ୍ସନ ଆସିବ । ଏହା ପରେ ଆପଣ ହ୍ବାଟସଆପକୁ ଯାଇ ସେୟାର ଫେସବୁକ୍ ଉପରେ କ୍ଲିକ୍ କରନ୍ତୁ।

ଏହା ପରେ ଆଲାଉ ଉପରେ କ୍ଲିକ୍ କଲେ ଆପଣଙ୍କ ସାମନାରେ ଫେସବୁକ୍ ଆପ୍ ଖୋଲିଯିବ।

ଏବେ ଆପଣଙ୍କ ଷ୍ଟାଟସ୍ ସେୟାର ହୋଇଯିବ । ଏବେ ଆପଣଙ୍କୁ ଏଥିରେ ସେୟାର ନାଓ ଉପରେ କ୍ଲିକ୍ କରିବାକୁ ପଡ଼ିବ।

   Related Posts