ଚିଲିକାରେ ସୃଷ୍ଟି ହୋଇଛି ନୂଆ ବିପଦ ସଂକୁଳ ମୁହାଣ
12/07/2018 at 6:13 AM

ଚିଲିକାରେ ସୃଷ୍ଟି ହୋଇଛି ନୂଆ ମୁହାଣ | ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁ ନିକଟରେ ଏକ ନୂଆ ମୁହାଣ ସୃଷ୍ଟି ହୋଇଛି | ଫଳରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ୭ଟି ଗାଁର ଲୋକ | ୫୦ ହଜାରରୁ ଅଧିକ ଲୋକଙ୍କ ଆଖିରୁ ନିଦ ହଜିଯାଇଛି |