୫ ଜଣ ବିଜେପି ନେତାଙ୍କୁ ମିଳିଲା ନୂତନ ଦାୟିତ୍ବ

Published By : Prameya-News7 Bureau | April 03, 2019 IST

ଭୁବନେଶ୍ବର ୩/୪: ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରସନ୍ନ ପାଢୀ, ପ୍ରହ୍ଲାଦ ଡୋରା ଏବଂ ଅମୀୟ ଦାସଙ୍କୁ ରାଜ୍ୟ ଉପ ସଭାପତି ଏବଂ ନ୍ୟାୟବ୍ରତ ରାଉତ ଓ ଜୀବନ ସାହୁଙ୍କୁ ରାଜ୍ୟ ପ୍ରବକ୍ତା ଭାବେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦାୟିତ୍ବ ଦେଇଛନ୍ତି ବୋଲି ଏକ ପ୍ରେସ ବିବୃତିରେ ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.