ବ୍ରହ୍ମପୁର: ସରକାରୀ ଶିଳ୍ପ ତାଲିମ ଶିକ୍ଷା ଅନୁଷ୍ଠାନର ନୂତନ ଛାତ୍ରୀ ନିବାସ ଉଦ୍‌ଘାଟନ

Published By : Prameya-News7 Bureau | February 01, 2021 IST

ବ୍ରହ୍ମପୁର୧/୨: ବ୍ରହ୍ମପୁରରେ ଓଡିଶା ସରକାର ଦକ୍ଷତା ଓ ବିକାଶ ପ୍ରାଧିକରଣ ବିଭାଗ ଅଧ୍ୟକ୍ଷ ସୁବ୍ରତ ବାଗଚୀ  ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ କୁମାର ସିଂହ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଶିକ୍ଷା ଅନୁଷ୍ଠାନର ନୂତନ ଛାତ୍ରୀ ନିବାସ ଉଦ୍‌ଘାଟନ କରିଛନ୍ତି। ରାଜ୍ୟର ପ୍ରଥମ ୩୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ସ୍କାର୍ବ ଭାରତ ମାନଚିତ୍ରକୁ ଉଦଘାଟନ୍ କରିଛନ୍ତି ଦକ୍ଷତା ବିକାଶ ପ୍ରାଧିକରଣ ବିଭାଗ ଅଧ୍ୟକ୍ଷ ସୁବ୍ରତ ବାଗଚୀ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ ବିଭାଗୀୟ ସଚିବ ସଞ୍ଜୟ କୁମାର ସିଂହ, ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ରଜତ ପାଣିଗ୍ରାହୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.