କଳାହାଣ୍ଡି ମାଣିଙ୍ଗପଦର ଗାଁ ମୁଣ୍ଡରୁ ନବଜାତ ଶିଶୁ କନ୍ୟା ଉଦ୍ଧାର
20/05/2019 at 9:37 AM

କଳାହାଣ୍ଡି ୨୦/୫ : କଳାହାଣ୍ଡି ଜିଲ୍ଲା ମାଣିଙ୍ଗପଦର ଗାଁ ମୁଣ୍ଡରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି | ଶିଶୁଟି କାହାର ଜଣାପଡିନାହିଁ | ଗୁରୁତର ଅବସ୍ଥାରେ ଶିଶୁକୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ଭବାନୀପାଟଣା ସଦର ଥାନା ଦ୍ବାରା ଘଟଣାର ତଦନ୍ତ ଆରମ୍ଭ ହୋଇଛି | ଶୌଚ ପାଇଁ ଯାଇଥିବା ବେଳେ ଗାଁର ଜଣେ ମହିଳା ଶିଶୁକୁ ଉଦ୍ଧାର କରିଥିଲେ |
Related Posts
ନୀଳଗିରି: ସାଧାରଣତନ୍ତ୍ର ଦିବସ ପାଳନ ବେଳେ ତଳକୁ ଖସିପଡିଲା ପତାକା
26 January 2021
ଚଣ୍ଡିଖୋଲ: ଗୋଚାଲାଣ ଗାଡି ଜବତ
26 January 2021