Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବୁଦାମୂଳରୁ ନବଜାତ ଶିଶୁ ଉଦ୍ଧାର

13/08/2020 at 8:20 AM

ଗଜପତି ୧୩।୦୮: ଲଟାବୁଦାରୁ  ନବଜାତ ଶିଶୁ ଉଦ୍ଧାର ହୋଇଛି । ଗଜପତି ଜିଲ୍ଲା କାଶୀନାଗର ବ୍ଲକର ୬ ମାଇଲ ଗାଁର ଘଟଣା । ଘଟଣାସ୍ଥଳରେ ଚାଇଲ୍ଡ ଲାଇନ୍‌ ପହଞ୍ଚି ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଯେ, ବୁଦା ମୂଳରେ ଶିଶୁଟି ପଡିଥିବାର ଗାଁ ଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରୁ ଶିଶୁକୁ ଉଦ୍ଧାର କରି ପାରଳଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଉଦ୍ଧାର ଶିଶୁକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯିବାର ସୂଚନା ରହିଛି ।

   Related Posts